ଆଜି ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ, ୧୦.୩୦ରେ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ବର,୧୨।୩(ବ୍ୟୁରୋ): ଆଜି ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ହେବ। ଏଥିପାଇଁ ସକାଳ ୧୦.୩୦ରୁ ୧୧.୩୯ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ୧୧.୩୦ରୁ ୧୨.୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଏବଂ ୧୨.୩୦ ପରେ ଭୋଟ ।
ସେପଟେ ରବିବାର ଜିଲ୍ଲାପରିଷଦ ସଭାପତି ନିର୍ବାଚନ । ଚଳିତବର୍ଷ ଏଥିରେ ଦଳବଦଳ ନିରୋଧ ଆଇନ ଲାଗୁ ହେବ ।

Share