Categories: ଜାତୀୟ

କାରରେ ରକ୍ତ ଜୁଡୁବୁଡୁ ମୃତଦେହ, ଚିହ୍ନଟ ନେଇ ତଦନ୍ତ ଜାରି…

ନୂଆଦିଲ୍ଲୀ,୧୫।୧୧ : ଦିଲ୍ଲୀର ଗାଜିପୁରରେ ଏକ କାର ଭିତରେ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ମୃତ ଶରୀରଟି ଜଣେ ଅଜଣା ପୁରୁଷଙ୍କର। ପୋଲିସ ଏବଂ ଫୋରେନସିକ ଟିମ ଏହି ଘଟଣାର ତଦନ୍ତରେ ବ୍ୟସ୍ତ ଅଛନ୍ତି। ମୃତଦେହ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି।

 

Share