Advertisement

କୂଅରୁ ମିଳିଲା ମୃତଦେହ: ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ହେମଗିର,୨୮।୧(ଚୈତନ୍ୟ ପଟେଲ: ସୁନ୍ଦରଗଡଡ଼ ଜିଲା ହେମଗିର ଥାନା ଅଧୀନ ଛତାବର ଡୁଙ୍ଗୁରିପଡା ନିକଟ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଛତାବର ଗ୍ରାମର ହୃଷୀକେଶ ମାଝି(୪୮)। ତେବେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କୁଅରେ ଫିଙ୍ଗାଯାଇଥିବା ପୋଲିସ ସନ୍ଦେହ କରୁଛି। ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share