ନିଜ ଫିିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ ବଲିଉଡ କଳାକାର

ଅଭିନୟ କରନ୍ତି ସତ, ହେଲେ ନିଜର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ବଲିଉଡର ଅନେକ କଳାକାର। ତାଲିକାର ପ୍ରଥମେ ରହିବେ ଅଭିନେତା ଜିମି ଶେରଗିଲ। ଏକ ସାକ୍ଷାତକାରରେ ଜିମି ନିଜ ଫିଲ୍ମ ନ ଦେଖିବା ପଛରେ ଥିବା କାରଣ ବିଷୟରେ କହି ଚମକାଇଥିଲେ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ବୋମନ ଇରାନି ଫିଲ୍ମ ତ ପଛର କଥା ନିଜର ଏକ ଦୃଶ୍ୟ ମଧ୍ୟ ଦେଖିନାହାନ୍ତି। ସେହିଭଳି ଶାହିଦ କପୁର, କରିନା କପୁର, ଶାହାରୁଖ ଖାନ, ସୈଫ ଅଲ୍ଲୀ ଖାନ୍‌ ପ୍ରମୁଖ ମଧ୍ୟ ନିଜର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ।

Share