ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ୭୦ ଦଶକରେ ସେ ବଲିଉଡ୍‌ରେ ଅନେକ ଫିଲ୍ମରେ ହିରୋଇନ୍‌ ଏବଂ ଭିଲେନ୍‌ ଭୂମିକାରେ ନଜର ଆସିଥିଲେ। ୧୦୦ରୁ ଅଦତ୍କ ଫିଲ୍ମରେ ଅଭିନୟ କରିଥିବା ଶିଶିକଳା ଅଗଷ୍ଟ ୪ରେ ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା।

Share