୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ ସମୟ ବିତି ସାରିଲାଣି। ହେଲେ ଏବେ ବିବାହର କାର୍ଡ ଭାଇରାଲ ହେବାରେ ଲାଗିଛି, ଯେଉଁଥିରୁ ସେ ଜଣେ ପକ୍କା ରାମଭକ୍ତ ବୋଲି ସ୍ପଷ୍ଟ ହୋଇଛି। ଅମିତାଭଙ୍କ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି।

ଆସନ୍ତା ୧୧ରେ ନିଜର ଜନ୍ମଦିନ ପାଳନ କରିବେ ବିଗ୍‌ ବି। ଏହି ଦିନକୁ ସ୍ମରଣୀୟ କରିବା ଲାଗି ପୂର୍ବରୁ ଯୋଜନା କରିଛି ସୋନି ଟିିଭି। ଚ୍ୟାନେଲରେ ପ୍ରସାରିତ ହେଉଥିବା ‘କୌନ ବନେଗା କରୋଡପତି’ରେ ଏଥିଲାଗି ସ୍ବତନ୍ତ୍ର ଏପିସୋଡ ପ୍ରସାରିତ ହେବ। ଏଥିରେ ଆମିର ଖାନ ପୁଅ ଜୁନୈଦ ଖାନ ସହ ନଜର ଆସିବେ।

ଏପିସୋଡର ପ୍ରମୋରେ ଆମିର ନିଜକୁ ଅମିତାଭଙ୍କ ନମ୍ବର ୧ ପ୍ରଶଂସକ ବୋଲି କହୁଥିବା ଦେଖାଯାଇଛି। ଏପରିକି ଏହି ଉକ୍ତିକୁ ପ୍ରମାଣ କରିବା ଲାଗି ସେ ଏକ ଫଟୋ ଶେୟାର କରିଛନ୍ତି, ଯାହାକି ବିଗ୍‌ ବିଙ୍କ ବିବାହ କାର୍ଡ ରହିଛି। କାର୍ଡକୁ ପଢ଼ିବା ପରେ ସେ ସର୍ବଦା ଭଗବାନ ରାମଙ୍କ ଭକ୍ତ ରହି ଆସିଥିବା ସ୍ପଷ୍ଟ ହୋଇଛି। କାହିଁକିନା ବିବାହର ଏହି କାର୍ଡରେ ରାମଚରିତମାନସର ଏକ ଧାଡ଼ି ରହିଛି। ଏହା ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ...

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି।...

କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର...

ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର...

ଏଥର ଜମିବ ଦଶହରା ଲଢ଼େଇ: ପରସ୍ପରକୁ ଟକ୍କର ଦେବେ ଏହି ୪ ଫିଲ୍ମ

”ବିଶେଷଭାବରେ ପୂଜା ପାର୍ବଣ ଅବସରରେ ବଡ ପରଦାରେ ଓଡ଼ିଆ ସିନେମାର ଲଢ଼େଇ ବିଷୟରେ ବେଶ୍‌ ଆଲୋଚନା ହୁଏ। ହେଲେ ଏଥର ଦୁର୍ଗାପୂଜାରେ ଚାରୋଟି ଓଡ଼ିଆ ସିନେମା-‘କର୍ମ’,...

ନାଗାଚୈତନ୍ୟ-ସାମନ୍ତାଙ୍କ ଛାଡପତ୍ର ବିବାଦକୁ ନେଇ ମୁହଁ ଖୋଲିଲେ ଅଲ୍ଲୁ ଅର୍ଜୁନ, କହିଲେ ଅପମାନ…

ନୂଆଦିଲ୍ଲୀ,୩।୧୦: ନାଗା ଚୈତନ୍ୟ ସାମନ୍ତ ଋଥ ପ୍ରଭାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ନାଗା, ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଫଟୋ...

ଦିନକୁ ୨୦୦ ସିଗାରେଟ୍‌ ଟାଣୁଥିଲେ ଅମିତାଭ ବଚ୍ଚନ: ଆଉ ଏବେ…

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ଜଣାଶୁଣା। ସେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିନ୍ତୁ ଏପରି ଏକ...

Featured Video Play Icon

ଏଭଳି କେଉଁ ଚରିତ୍ର ଯାହାକୁ ଦେଖି ମନା କରିପାରି ଲେନି ଉପାସନା

ଓଡ଼ିଆ ଚଳଚ୍ଚିତ୍ର ଖୋକା ଭାଇ ତମ ପାଇଁରେ  ଚରିତ୍ରକୁ ନେଇ କ’ଣ  କୁହନ୍ତି ଉପାସନା

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri