ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ରହିଛି ଏହି ମନ୍ଦିର: ପ୍ରତିଦିନ ହୁଏ ପୂଜାର୍ଚ୍ଚନା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଇତିମଧ୍ୟରେ ୭୮ ବର୍ଷର ହୋଇଯାଇଛନ୍ତି। ତେବେ କରୋନା ଭାଇରସ ଓ ‘କୌନ୍‌ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଏଥର ଧୂମ୍‌ଧାମରେ ନିଜର ଜନ୍ମଦିନ ପାଳନ କରି ନାହାନ୍ତି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଦକ୍ଷିଣ କୋଲକାତାର ବଲ୍ୟାଗୁଙ୍ଗି ଫାରି ନିକଟସ୍ଥ ଏକ ସ୍ଥାନରେ ତାଙ୍କ ନାମରେ ‘ଅମିତାଭ ବଚ୍ଚନ ମନ୍ଦିର’ ରହିଛି। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟତାରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ ହୋଇଥିଲା। ଏହି ମନ୍ଦିରରେ ଅମିତାଭଙ୍କ ଏକ ଷ୍ଟାଇଲିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ମୂର୍ତ୍ତିକୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରିଥାନ୍ତି। ପ୍ରତ୍ୟେକ ଦିନ ଏଠାରେ ପୂଜାର୍ଚ୍ଚନା କରାଯାଇଥାଏ। ମନ୍ଦିରପରି ଏଠାରେ ମଧ୍ୟ ଭକ୍ତମାନେ ଏକଜୁଟ ହୋଇଥାନ୍ତି। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନ ଏଠାରେ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମଦିନକୁ ଏହି ମନ୍ଦିରରେ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ

ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍‌ ହେବାର ନାଁ ନେଉନାହିଁ। ଏହାପରଠାରୁ...

ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ

ବେଙ୍ଗାଲୁରୁ,୫।୩:କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ...

ହ୍ରିତିକ, ଜୁନିୟର ଏନ୍‌ଟିଆର୍‌ଙ୍କ ମଧ୍ୟରେ ଡ୍ୟାନ୍ସ ମୁକାବିଲା

ମୁମ୍ବାଇ: ଆସନ୍ତା ଅଗଷ୍ଟ ୧୪ରେ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିୟର ଏନ୍‌ଟିଆରଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଓ୍ବାର ୨’ ରିଲିଜ୍‌ ହେବାକୁ ଯାଉଛି।...

ବିଜୟ ବର୍ମାଙ୍କ ସହ ବ୍ରେକ୍‌ଅପ୍‌ କରିନେଲେ ତମନ୍ନା

ମୁମ୍ବାଇ: ଦିନ ଥିଲା ପ୍ରେମରେ ଉବୁଟୁବୁ ହେଉଥିଲେ। ଯିଏ ଦେଖୁଥିଲା ତାଙ୍କୁ ଯୋଡ଼ି ହେବ ତ ଏମିତି ବୋଲି କହୁଥିଲା। କିଛି ତ ଇର୍ଷା ମଧ୍ୟ...

ଭାରତୀୟ ସିନେମାରେ ଓ୍ବାର୍ନରଙ୍କ ଏଣ୍ଟ୍ରି, ଦିନକୁ ଚାର୍ଜ କୋଟିଏ; ସଲମାନଙ୍କ ସହ ହେବ ବଡ଼ ଲଢ଼େଇ…

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିୟ ଭେଟେରାନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତୀୟ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ ଦେଇଛନ୍ତି। ସେ ପ୍ରଥମରୁ ଦକ୍ଷିଣ ଭାରତୀୟ ସିନେମାକୁ ପସନ୍ଦ କରି ଆସିଛନ୍ତି।...

ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ହାତ ଧରି ନାଚିଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଶିଳ୍ପା ସେଟ୍ଟୀଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀ ଅଧିକ ଦିନ ତିଷ୍ଠି...

ସୁନୀତାଙ୍କ ସହ ଭାଣିଜୀ ରାଗିଣୀଙ୍କ କେମିତି ସମ୍ପର୍କ? ବଡ଼ ଗୁମର ଖୋଲିଦେଲେ…

ମୁମ୍ବାଇ: ଗୋବିନ୍ଦାଙ୍କ ଭାଣିଜୀ ରାଗିଣୀ ଖାନ୍ନା ଟିଭିର ସବୁଠାରୁ ଭଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଟିଭି ସହିତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି।...

ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋମବାର ନିଜର ୩୮ ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଗତ କିଛି ମାସ ହେବ ଶ୍ରଦ୍ଧା ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image