ଟି-ଶର୍ଟରୁ ପ୍ରାଇସ୍‌ ଟ୍ୟାଗ୍‌ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ

ମିସ୍‌ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ ଖାସ୍‌ କଥା ହେଲା ଏହି ସମୟରେ ମାନୁଷୀ କଳା ରଙ୍ଗରଏକ ଟି-ଶର୍ଟ ପିନ୍ଧିଥିଲେ। ହେଲେ ଏଥିରୁ ସେ ପ୍ରାଇସ୍‌ ଟ୍ୟାଗ୍‌ କାଢ଼ିବାକୁ ଭୁଲିଯାଇଥିଲେ। ଏହା ୟୁଜର୍ସଙ୍କ ନୋଟିସ୍‌କୁ ଆସିଥିଲା। ଏଥିପାଇଁ ମାନୁଷୀଙ୍କୁ ଏବେ ଟ୍ରୋଲ ହେବାକୁ ପଡ଼ିଛି।
୨୦୧୭ରେ ମାନୁଷୀ ମିସ୍‌ ଓ୍ବାଲ୍ଡ ଟାଇଟଲ ଜିତିବା ପରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ପୃଥ୍ବୀରାଜ’ରେ ତାଙ୍କୁ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳିବ।

Share