ବାଳକାଟି,୧୭।୧(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ସୋମବାର ବୋମାମାଡ଼ ହୋଇଛି । ଜାଗାବାଡ଼ିକୁ କେନ୍ଦ୍ର କରି ବାଲିଅନ୍ତା ଥାନା ସରକଣାରେ ଏଭଳି ଘଟିଥିବା ଜଣାପଡ଼ିଛି। ଏଥିରେ ଘରର ଟିଣ ଉଡିଯାଇଛି।
ସୂଚନାଯୋଗ୍ୟ, ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ କିଛି ଦୁର୍ବୃତ୍ତ ବୋମା ଫୋପାଡ଼ିଥିବା ଜଣାପଡ଼ିଛି। ସେପଟେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share