Categories: ଜାତୀୟ

ତଲାକ ପରେ କ୍ଷତିପୂରଣ ମାଗିପାରିବେ ମୁସଲିମ ମହିଳା: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୪।୬:ଏଣିକି ମୁସଲମାନ ମହିଳା ତଲାକ ପରେ ସ୍ବାମୀଙ୍କୁ କ୍ଷତିପୂରଣ ମାଗିପାରିବେ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ ଜିଏ ସାନପଙ୍କ ବେଞ୍ଚ ଗୁଜୁରାଣ ମେଣ୍ଟାଇବା ପାଇଁ କ୍ଷତିପୂରଣ ବୃଦ୍ଧିକ କରିବାକୁ ସେସନ କୋର୍ଟରେ ମହିଳାଙ୍କ ସ୍ବାମୀ ପୁର୍ନବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଶୁଣାାଣି କରି କହିଛନ୍ତି ଯେ, ମହିଳା ଜଣକ ତାଙ୍କ ସ୍ବାମୀଙ୍କ ପରି ସମାନ ମାନ୍ୟତା ପାଇବାର ହକ୍‌ଦାର ଅଟନ୍ତି।

Share