କରମଳା ବଜାରରେ ବୋମାମାଡ଼

କଣାସ,୨୨।୮(ଡି.ଏନ.ଏ): ଗଡ଼ିଶାଗୋଦା ଥାନା ଅଧୀନ କରମଳା ଗ୍ରାମର ବଜାରରେ ଗୁରୁବାର ରାତିରେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଛି। ଖବରପାଇ ପୋଲିସ ପହଞ୍ଚି ୨ଟି ବୋମା ଓ ୨ ବାଇକ୍‌ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ କରମଳା ଗ୍ରାମର ସଜନୀ ସାହୁଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଏହି ଗ୍ରାମର ପଦ୍ମଚରଣ ବିଶ୍ୱାଳ ଓ ଡମ୍ବୁରଧରଙ୍କ ମଧ୍ୟରେ ଜମିବାଡି ବିବାଦ ରହିଥିଲା। ଗୁରୁବାର ରାତିରେ ପଦ୍ମଚରଣ ବଜାରକୁ ସାମଗ୍ରୀ କିଣିବାକୁ ଯାଇଥିଲେ। ଏହି ସମୟରେ ଡମ୍ବରୁଧରଙ୍କ ପୁଅ ସୁମନ୍ତ ଓ ୩ଜଣ ସହଯୋଗୀ ବାଇକ୍‌ରେ ଆସି ପଦ୍ମଚରଣଙ୍କ ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ ପଦ୍ମଚରଣ ଓ କେତେଜଣ ଲୋକେ ଆହତ ହୋଇଥିଲେ। ଏ ନେଇ ଥାନାରେ ମାମଲା (ନଂ.୧୦୯/୨୦)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ

ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା...

ନିର୍ବାଚନ ପ୍ରକ୍ରିୟା ସୁଦୃଢ଼ କରିବାକୁ ଗୁରୁତ୍ୱ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ...

‘ଆଲୋକରେ ଶବ୍ଦନୃତ୍ୟ’ ପୁସ୍ତକ ଲୋକାର୍ପିତ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ବରଗଡ଼ ପକ୍ଷରୁ ଗାନ୍ଧୀ ସ୍ମୃତି ପାଠାଗାରରେ ସୋମବାର ଶବ୍ଦନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ...

ସିନାପାଲିଠାରେ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସ...

କବାଡ଼ି ଲିଗ୍‌: ବିଞ୍ଝାଲ ୱାରିୟର୍ସ ଚାମ୍ପିୟନ

ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା କବାଡି ସଂଘ ଓ ଜିଲା ରେଫରି ସଂଘର ମିଳିତ ଆନୁକୂଲ୍ୟରେ ଦର୍ଲିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ନୂଆପଡା...

ଅଙ୍ଗନୱାଡି ଆସୋସିଏଶନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୧୯ା୩(ଉତ୍ତମ କୁମାର ଦାଶ): ଅଲ ଓଡିଶା ଲେଡିଜ ଅଙ୍ଗନୱାଡି ଆସୋସିଏଶନ ପକ୍ଷରୁ ୬ ଦଫା ଦାବି ନେଇ ଭବାନୀପାଟଣା ସହରରେ ଶୋଭାଯାତ୍ରା କରାଯିବା ସହ ଜିଲାପାଳଙ୍କୁ...

କିଡ୍‌ନୀ ରୋଗରେ ଫରେଷ୍ଟରଙ୍କ ମୃତ୍ୟୁ

ଜୁନାଗଡ଼, ୧୯ା୩ (ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଣିକାପଦର ଗ୍ରାମର ଫରେଷ୍ଟର ଗୋପାଳ କୃଷ୍ଣ ପୂଜାରୀ (୫୨) କିଡ୍‌ନୀ ରୋଗରେ ପ୍ରାଣ ହରାଇଛନ୍ତି।...

ଓଲଟିଲା ବସ: ଜଣେ ମୃତ, ୧୦ ଆହତ

ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍‌ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image