ଜନ୍ମଦିନରେ ଦୁବଇ ସରକାରଙ୍କ ପକ୍ଷରୁ ବୋନି କପୁରଙ୍କ ପରିବାରକୁ ବିଶେଷ ଉପହାର

ମୁମ୍ମାଇ: ବଲିଉଡର ନାମୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ବୋନି କପୁର ଏବେ ଦୁବଇରେ । ତାଙ୍କସହ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁର ବି ଦୁବଇରେ ଛୁଟି କାଟୁଛନ୍ତି । ବୋନି ନଭେମ୍ବର ୧୧ରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ଯାଇଥିବା ବେଳେ ସେଠାକାର ସରକାର ତାଙ୍କ ପରିବାରକୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି । ତାହା ହେଉଛି ଦୁବଇର ଗୋଲଡେନ୍ ଭିଜା । ବୋନି କପୁରଙ୍କୁ ଏହି ଗୋଲଡେନ ଭିଜା ମିଳିଥିବା ବେଳେ ତାଙ୍କ ସହ ତାଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି ବି ଉପସ୍ଥିତ ଥିଲେ । ତେବେ ଜନ୍ମଦିନ ପାଳନ ପାଇଁ ବୋନିଙ୍କ ପୁଅ ଅର୍ଜୁନ କପୁର ଓ ତିନି ନମ୍ବର ଝିଅ ଅଂଶୁଳା କୌଣସି କାରଣ ପାଇଁ ଦୁବଇ ଯାଇ ପାରି ନ ଥିବା ବେଳେ ଦୁଇ ଝିଅଙ୍କ ସହ ବୋନି ଦୁବଇରେ ଜନ୍ମଦିନ ପାଳନ କରିଛନ୍ତି । ନିକଟରେ ଜାନ୍ମବୀ ଓ ଖୁସି ଦୁବଇ ମରୁଭୂମିରେ ଏନଜୟ କରୁଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଏହା ଭାଇରାଲ ହୋଇଥିଲା । ହଟ୍ ଲୁକରେ ଦୁଇ ଭଉଣୀ ୟଙ୍ଗଷ୍ଟରଙ୍କୁ ଦିୱାନ କରିଥିଲେ । ଶେଷଥର ପାଇଁ ମୁଭି ‘ରୁହି’ରେ ନଜର ଆସିଥିକା ଜାହ୍ନବୀ ଆଗାମୀ ଫିଲ୍ମ ଦୋସ୍ତାନ ୨ ଓ ଗୁଡ ଲକ ଜେରିରେ ଦେଖାଯିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଗର୍ଲଫ୍ରେଣ୍ଡ୍‌ଙ୍କ ଡ୍ୟାନ୍ସ ଦେଖି ଚୁପ୍‌ ହୋଇଗଲେ ଅର୍ଜୁନ: କହିଲେ….

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅଲଗା ହୋଇସାରିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ଭେଟନ୍ତି ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ପଷ୍ଟ ଭାବରେ...

‘India’s Got Latent’ର ସମସ୍ତ ଏପିସୋଡ୍ ଡିଲିଟ୍ କଲେ ସମୟ ରାଇନା, ବିବାଦ ଉପରେ କହିଲେ- ‘ସମ୍ଭାଳିବା କଷ୍ଟକର…’

ମୁମ୍ବାଇ,୧୨।୨: ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ପରେ, ଏବେ ଶୋ’ର ଆୟୋଜକ ସମୟ ରାଇନା ଶୋ’ର ସମସ୍ତ ଏପିସୋଡ୍ ଡିଲିଟ୍ କରିଦେଇଛନ୍ତି। ସେ ଏକ୍ସ’ରେ...

‘ଏବେ ମୋର ନାତି ଦରକାର’

ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ...

JioFiber କନେକ୍ସନ କାଟି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ହୋଇଯିବ ୧୦୦୦ ଟଙ୍କାର କ୍ଷତି, ଜାଣନ୍ତୁ କିଭଳି?  

ନୂଆଦିଲ୍ଲୀ,୧୨।୨: ବହୁତ ଘରେ JioFiber କନେକ୍ସନ ଲଗାଇଥିଲେ,  ଯାହାକୁ ଆପଣ ଏବେ ବନ୍ଦ କରି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ଏହି ପରିସ୍ଥିତିରେ ଆପଣଙ୍କର...

India’s Got Latent: ଇନ୍‌ଷ୍ଟାଗ୍ରାମରେ ଜଣେ ଯୁବତୀଙ୍କୁ ଫଲୋ କରନ୍ତି ସମୟ ରାଇନା, ନାଁ ଶୁଣିଲେ…

ମୁମ୍ବାଇ: ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ ବିବାଦ ଘେରକୁ ଆସିଛି। ରଣବୀର ଆହ୍ଲାବାଦିଆଙ୍କ ମାତାପିତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ପରେ ସମୟ ରାଇନା ମଧ୍ୟ ବିବାଦରେ ଫସିଛନ୍ତି।...

ଆତ୍ମହତ୍ୟା କଲେ ଓଡ଼ିଆ ରାପର୍‌ ଅଭିନବ ସିଂ: ସ୍ତ୍ରୀ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

ବେଙ୍ଗାଲୁରୁ,୧୨।୨: ଉଦୀୟମାନ ଓଡ଼ିଆ ରାପର୍‌ ଅଭିନବ ସିଂଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି। ‘ଜଗରନଟ’ ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ବେଙ୍ଗାଲୁରୁର...

Disney+ Hotstar ସେବା ଠପ୍‌: ଆକାଉଣ୍ଟ ଆକ୍ସେସ୍‌ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍‌ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି।...

ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର କହିଲେ ଦୀପିକା ପାଦୁକୋନ, ଦେଲେ ଏହି ୫ ଟିପ୍ସ…

ନୂଆଦିଲ୍ଲୀ,୧୨।୨: ମଙ୍ଗଳବାର ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ଦ୍ୱିତୀୟ ଏପିସୋଡ ଲାଇଭ ଷ୍ଟ୍ରିମ ହୋଇଯାଇଛି। ଏହି ଏପିସୋଡରେ ଅଭିନେତ୍ରୀ ତଥା ମାନସିକ ସ୍ବାସ୍ଥ୍ୟ ପ୍ରବକ୍ତା ଦୀପିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image