Categories: ଫୁରସତ

ବିବାହ ଲାଗି ପୂରା ଉଡ଼ାଜାହଜ ବୁକ୍‌

ନୂଆଦିଲ୍ଲୀ: ନିକଟରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭୁବନ ସରାଓଗି ନାମକ ଜଣେ ଯୁବକ ନେପାଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ସେଥିପାଇଁ ତାଙ୍କର ସମସ୍ତ ପରିବାର ସଦସ୍ୟ ନେପାଳ ଯିବାକୁ ବାହାରିଲେ। ଭୁବନ ସମ୍ପର୍କୀୟଙ୍କ ପାଇଁ ମୁମ୍ବାଇରୁ ନେପାଳ କାଠମାଣ୍ଡୁ ଯାଉଥିବା ଏକ ଉଡ଼ାଜାହାଜ ବୁକ୍‌ କରିଥିବା ଜଣାପଡ଼ିଛି। ଉଡ଼ାଜାହାଜରେ ଭୁବନଙ୍କ ସମ୍ପର୍କୀୟ ବହୁତ ଖୁସିଥିବା ସହ ନାଚୁଥିବା ନଜର ଆସିଛନ୍ତି। ଏପରି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଅନେକ ମଜାଳିଆ କମେଣ୍ଟ ଆସିଛି।

Share