Categories: ଖେଳ

ଗିରଫ ହେଲେ ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି

ଲସ୍‌ଆଞ୍ଜେଲ୍ସ,୧୪ା୭: ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି ଲସ୍‌ଆଞ୍ଜେଲ୍ସରେ ଗିରଫ ହୋଇଛନ୍ତି। କିନ୍ତୁ ପରେ ୩୫,୦୦୦ ଡଲାରରେ ଜାମିନ ମୁଚାଲିକାରେ ଛାଡ଼ ପାଇଛନ୍ତି। ସେ ତାଙ୍କ କାରରେ ବେଆଇନ ଅସ୍ତ୍ର ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୩ରେ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ବିଲ୍‌ କହିଛନ୍ତି, ଭୁଲ ବୁଖାମଣାରୁ ଏହା ହୋଇଛି। କୋର୍ଟରେ ହାଜର ହେବା ପରେ ସମସ୍ୟାର ସମାଧାନ ହୋଇଯିବ।

Share