କାନ୍ଦିକାନ୍ଦି ଏକା ଦେଶ ଛାଡ଼ୁଛନ୍ତି ବାଳକ

କ୍ୱିଭ୍‌,୯ା୩: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଜନସାଧାରଣଙ୍କ ଦୁର୍ଦ୍ଦଶାର ଅସଂଖ୍ୟ କାହାଣୀ ଭିତରୁ ଗୋଟିଏର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବାଳକ ହାତରେ କିଛି ଚକୋଲେଟ୍‌, ଏକ ବ୍ୟାଗ୍‌ରେ କଣ୍ଢେଇ ଧରି କାନ୍ଦିକାନ୍ଦି ୟୁକ୍ରେନ୍‌ରୁ ପୋଲାଣ୍ଡ ସୀମା ଅଭିମୁଖେ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କ ପରିବାର କେଉଁଠି ଅଛନ୍ତି କିମ୍ବା ତାଙ୍କ ସହ କ’ଣ ଘଟିଛି ସେ ବିଷୟରେ ଜଣାପଡ଼ିନାହିଁ। ରାସ୍ତାରେ ବାଳକ ଜଣକ ବ୍ୟାଗ୍‌ଟିକୁ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି। ଯେଉଁ ପିଲାଙ୍କ ସହ ସେମାନଙ୍କ ପରିବାର କିମ୍ବା ମା’ ବାପା ଅଛନ୍ତି ସେମାନଙ୍କୁ ଲୁହ ଛଳଛଳ ଆଖିରେ ସେ ଦେଖୁଥିବା ଭିଡିଓରେ ରହିଛି। ପିଲାଟିକୁ ଦେଖି ଆଖପାଖରେ ଥିବ ଲୋକ ମଧ୍ୟ ଭାବବିହ୍ବଳ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ କଡ଼ା ଆକ୍ସନ ନେଲା ଶ୍ରୀଲଙ୍କା ଜାଣିଲେ ବିଶ୍ୱାସ ହେବନି

କଲମ୍ବୋ,୧୩।୧: ଶ୍ରୀଲଙ୍କା ନୌସେନା ଶନିବାର ରାତିରେ (ଜାନୁଆରୀ ୧୧) ମନ୍ନାରର ଉତ୍ତରରେ ଥିବା ସମୁଦ୍ର ଅଞ୍ଚଳରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇ ଆଠ ଜଣ ଭାରତୀୟ...

ଉତ୍ତର କୋରିଆକୁ ଏମିତି ପ୍ରସ୍ତାବ ଦେଲେ ଜେଲନସ୍କି ଚମକି ପଡ଼ିଲା ବିଶ୍ୱ!

କ୍ୱିଭ,୧୩।୧: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷିଆକୁ ସାହାଯ୍ୟ କରୁଥିବା ଉତ୍ତର କୋରିଆକୁ ଏକ ପ୍ରସ୍ତାବ ଦେଇଛନ୍ତି। ଯଦି ଉତ୍ତର କୋରିଆ ରୁଷିଆରେ ବନ୍ଦୀ ଥିବା...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ମିଳିଛି ରେକର୍ଡ ପରିମାଣର ଦାନ, ଭବ୍ୟ ହେବ ଏହି ସମାରୋହ

ଓ୍ବାଶିଂଟନ,୧୩।୧: ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଏବଂ ବିଶ୍ୱ ନେତାମାନେ ଜାନୁଆରୀ ୨୦ତାରିଖରେ ଆମେରିକାର ରାଜଧାନୀ ୱାଶିଂଟନରେ ଏକତ୍ରିତ ହୋଇପାରନ୍ତି। ପ୍ରକୃତରେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି...

ଭାରତ ପରେ ଏବେ ସିଧାସଳଖ ବ୍ରିଟେନ ସହ ନେଉଛନ୍ତି ପଙ୍ଗା, ଶେଖ ହାସିନାଙ୍କ ପାଇଁ…

ଢାକା,୧୩।୧: କଥା କଥାରେ ଭାରତ ସହ ପଙ୍ଗା ନେଉଥିବା ମହମ୍ମଦ ୟୁନୁସ୍‌ ସରକାରଙ୍କ ଟାର୍ଗେଟ୍‌ରେ ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର। କାରଣ ହେଉଛନ୍ତି ଶେଖ...

ନାଲିଆଖି ଦେଖାଇଲା ବାଂଲାଦେଶ, ଭାରତ ଦେଲା କଡ଼ା ଜବାବ

ଢାକା,୧୩।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ପୂର୍ବରୁ ବିଗିଡ଼ି ଯାଇଥିଲା, ଆଉ ଏବେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାଂଲାଦେଶ ଭାରତ ଉପରେ ବାଂଲାଦେଶ...

ୟୁନୁସ୍‌ଙ୍କ ପୋଲ୍‌ ଖୋଲିଲା ବାଂଲାଦେଶ ପୋଲିସ, ହିନ୍ଦୁମାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ବଡ଼ ଖୁଲାସା

ଢାକା,୧୩।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାରୁ ବାହାରିବା ପରେ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଅଧିକାଂଶ ଆକ୍ରମଣ ସାମ୍ପ୍ରଦାୟିକ ଭାବରେ ପ୍ରେରିତ ଥିଲା...

ଜଳିଗଲା ୧୫୦ ବିଲିୟନ୍‌ ଡଲାର ସମ୍ପତ୍ତି

ଲସ୍‌ଏଞ୍ଜେଲ୍ସ,୧୩ା୧: ଲସ୍‌ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। ୧,୫୦,୦୦୦...

ନାରୀଶିକ୍ଷା ଉପରେ ତାଲିବାନ୍‌ର ନିଷେଧାଦେଶକୁ ବିରୋଧ କର

ଇସ୍‌ଲାମାବାଦ,୧୩।୧: ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri