Posted inଫୁରସତ

ପଛରେ ଜେଜେମା’ଙ୍କୁ ବସାଇ ଝଡ଼ ଭଳି ବାଇକ୍‌ ଚଳାଉଛନ୍ତି ବାଳକ, ଭିଡିଓ ଦେଖିଲେ…

ସାଧାରଣତଃ ଛୋଟ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେବାକୁ ପିତାମାତାମାନେ ଡରିଥାନ୍ତି। ହେଲେ ସୋସିଆଲ ମିଡିଆରେ ଏପରି ଜଣେ ବାଳକଙ୍କ ଭିଡିଓ ଭାଇରାଲ ହେଉଛି, ଯାହାଙ୍କ ଗାଡ଼ି ଚାଳନା ଅନେକଙ୍କୁ ଚକିତ କରୁଛି। କାରଣ ସେ ଯେଉଁଭଳି ଭାବେ ଜେଜେମା’ଙ୍କୁ ବସାଇ ଝଡ଼ଭଳି ଲୁନା ଚଳାଉଛନ୍ତିି, ଦେଖିଲେ ଡର ଲାଗିବ।

ପିଲାମାନେ ନିଜର କୋମଳତାକୁ ନେଇ ସମସ୍ତଙ୍କ ହୃଦୟ ଜିତିଥାନ୍ତି। ହେଲେ କିଛି ପିଲା ଓଳିଆରୁ ପଡ଼ି ଗଜା ଭଳି ହୋଇଥାନ୍ତି। କାରଣ ସେମାନେ ତାଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଯେମିତି ଏହି ବାଳକ। ସେ ଜେଜେମା’ଙ୍କୁ ବସାଇ ଦ୍ରୁତ ଗତିରେ ଲୁନାକୁ ଚଳାଉଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କ ନଜର ତାଙ୍କ ଉପରେ ପଡ଼ିବା ମାତ୍ରେ ସେମାନେ ଚକିତ ହୋଇଯାଉଛନ୍ତି। ଅନେକ ଯାହା ଦେଖିଲେ ତାହା ସତ କି ନା ବୁଝିପାରୁନାହାନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓ ଦେଖି ଆପଣ ବି ଚକିତ ହୋଇଯାଇଥିବେ। ତେବେ ଭିନ୍ନ ଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ଭାଇରାଲ ହେଉଛି। ଏଯାବତ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିବା ବେଳେ ହଜାର ହଜାର ପସନ୍ଦ କରିଛନ୍ତି। ଅନେକ ତାଙ୍କୁ ‘ହେଭି ଡ୍ରାଇଭର’ ବୋଲି କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

କାହିଁକି ପାଳନ କରାଯାଏ ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ଏହା ପଛର କଥା…

ପ୍ରତିବର୍ଷ ୧୦ ଜାନୁଆରୀକୁ ସାରା ବିଶ୍ୱରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଏ। କେବଳ ଭାରତ ନୁହେଁ ବରଂ ଅନେକ ଦେଶ ଏହି ଉତ୍ସବରେ...

୧୯ ବର୍ଷ ପରେ ଅଦ୍ଭୁତ ସଂଯୋଗ: ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ, ସୂର୍ଯ୍ୟ- ଶନିଦେବ ହେବେ ଅତ୍ୟନ୍ତ ଖୁସି

ହିନ୍ଦୁଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଯେତେବେଳେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି...

ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ,...

ଏହି ମୁସଲମାନ ଦେଶରେ ମିଳିଲା ଏଲିଏନଙ୍କ ଚିହ୍ନ! ଚମକାଇ ଦେଲା ୮୦୦୦ ବର୍ଷ ପୁରୁଣା ଖପୁରୀ

କୁଏତ ସିଟି,୯।୧: କୁଏତର ସୁବିଆ ଅଞ୍ଚଳରେ ଖନନ ସମୟରେ, ଏକ ଅନନ୍ୟ ଏବଂ ରହସ୍ୟମୟ ମାଟି ମୁଣ୍ଡ ମୂର୍ତ୍ତି ମିଳିଛି, ଯାହା ପ୍ରାୟ ୮୦୦୦ବର୍ଷ ପୁରୁଣା...

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

ବିନା କିଛି ଗ୍ୟାରେଣ୍ଟିରେ ଆଧାରକାର୍ଡ ମାଧ୍ୟମରେ କରିପାରିବେ ଋଣ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୮।୧: ଆଧାରକାର୍ଡ ମାଧ୍ୟମରେ ଋଣ ପାଇପାରିବେ। ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଆମେ ଆପଣଙ୍କୁ କହୁଛୁ କି ଏହା ସମ୍ପୂର୍ଣ୍ଣ ସତ ଅଟେ।...

୫୬ ଲକ୍ଷରେ ନିଲାମ ହେଲା ଭାରତର ଐତିହାସିକ ‘ହଜ୍‌ ନୋଟ୍‌’

ଲଣ୍ଡନ: ନିକଟରେ ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍‌ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି। ୧୯୫୦ ଦଶକରେ ଭାରତୀୟ ରିଜର୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri