ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାକୁ ମଙ୍ଗଳବାର ୬ଦିନ ପୂରିଛି। ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବାବେଳେ ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।

ସମ୍ବଲପୁର ଜିଲା ଅଇଁଠାପାଲ୍ଲୀ ଥାନା ଅନ୍ତର୍ଗତ ବଂଶୀଧରନଗରରେ ସୌମ୍ୟଜିତଙ୍କ ଘର। ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଘଟଣା ଅଧିକ ଚର୍ଚ୍ଚା ହେବାରୁ ସେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଦୃଶ୍ୟରୁ ଏନେଇ ସନ୍ଦେହ ଦୃଢ଼ୀଭୂତ ହେଉଛି। ଭାଇରାଲ ହେଉଥିବା ସିସିଟିଭି ଦୃଶ୍ୟ ଅନୁଯାୟୀ, ସୌମ୍ୟଜିତଙ୍କ ଘରୁ ସୋମବାର ରାତି ପ୍ରାୟ ୧୦ଟା ୦୬ରେ ଏକ ବାଇକରେ ଜଣେ ଯୁବକ ବାହାରୁଛନ୍ତି। ଏହାପରେ ଆଉ ଜଣେ ଯୁବକ ସେହି ବାଇକ ପଛରେ ବସି କେଉଁଆଡ଼େ ଚାଲିଯାଉଛନ୍ତି। ଏହାର ୧୦ ମିନିଟ୍‌ ପରେ ଚାଳକ ବାଇକ ନେଇ ଘରକୁ ଫେରୁଛନ୍ତି, ହେଲେ ପଛରେ ବସିଥିବା ଯୁବକ ତାଙ୍କ ସହ ନ ଥିବା ଦେଖିବାକୁ ମିଳୁଛି। ବାଇକ ପଛରେ ବସି ଚାଲିଯାଇଥିବା ଯୁବକ ସୌମ୍ୟଜିତ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ କ୍ଷମା ମାଗିଲେ ମନୋଜ ମିଶ୍ର, କହିଲେ…

ଭୁବନେଶ୍ୱର,୧୮।୧୧: ପ୍ରାୟ ସବୁବେଳେ ବିବାଦକୁ ଆସୁଥିବା ମନୋଜ ମିଶ୍ର ଶେଷରେ ମୁହଁ ଖୋଲି କ୍ଷମା ମାଗିଛନ୍ତି। ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ...

ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ପୁଣି ଦୁର୍ଗନ୍ଧ

ଭୁବନେଶ୍ୱର,୧୮ା୧୧(ଅନିଲ ଦାସ): ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ସରକାର ବଦଳିଛି ହେଲେ ସହରର ବର୍ଜ୍ୟ...

ଲୋପ ପାଉଛି ପାରମ୍ପରିକ ଚାଷ, କଳାହାଣ୍ଡି ଜିଲା ହରାଉଛି ଜୈବ ବିବିଧତା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ...

ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି ଜେନେରାଲ ମ୍ୟାନେଜର୍‌

ଭୁବନେଶ୍ୱର,୧୮।୧୧: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡା। ସୋମବାର ସୁବାଷଙ୍କ ଭୁବନେଶ୍ୱର...

ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ...

ଅଚ୍ୟୁତ ସାମନ୍ତଙ୍କୁ ‘ଏଫ୍‌ଆଇଭିବି ଗ୍ରାଣ୍ଡ୍‌ କ୍ରସ୍‌ ସମ୍ମାନ’

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ (ଏଫ୍‌ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌’ ପ୍ରଦାନ କରାଯାଇଛି।...

ଟ୍ରାଫିକ କନ୍‌ଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍‌ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍‌ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା...

ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri