ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍‌ …

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଜାଣିରଖନ୍ତୁ ଟିପ୍ସ…

ବୟଫ୍ରେଣ୍ଡ ଜିନ୍ସର ସାଇଜ୍‌ ସାଧାରଣ ଜିନ୍ସଠାରୁ ସାମାନ୍ୟ ବଡ଼ ଏବଂ ଢିଲା ହୋଇଥିବାରୁ ଏହାକୁ ପିନ୍ଧିବା ଯେତିକି ସହଜ, ସେତିକି ଆରାମଦାୟକ ମଧ୍ୟ।
ଆଇସ୍‌ ବ୍ଲୁ କଲର ଆଙ୍କେଲ୍‌ ଲେନ୍ଥ ବୟଫ୍ରେଣ୍ଡ ଜିନ୍ସ ସହିତ ଫୁଲ୍‌ ସ୍ଲିଭ୍‌ ଟପ୍ସ ଏବଂ ହ୍ବାଇଟ୍‌ ସ୍ନିକର୍‌ ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ପାଇପାରିବେ। ତା’ଛଡା ଏହି ଆଉଟ୍‌ଫିଟ୍‌ ଆପଣଙ୍କୁ ସ୍ମାର୍ଟ ଲୁକ୍‌ ମଧ୍ୟ ଦେବ।
ଏହିଭଳି ପ୍ୟାଣ୍ଟ ସହ ଲୁଜ୍‌ ଷ୍ଟ୍ରାଇଫ୍‌ ଶାର୍ଟର କମ୍ବିନେଶନ ଆଟ୍ରାକ୍ଟିଭ୍‌ ଲାଗିଥାଏ। ଖରାଦିନେ ଟାଇଟ୍‌ଫିଟ୍‌ ଜିନ୍ସ ଅନେକଙ୍କୁ ପିନ୍ଧିବାରେ ଅସୁବିଧା ହେଉଥିବା ବେଳେ ଏଭଳି ଢିଲା ପ୍ୟାଣ୍ଟ କମ୍ଫର୍ଟେବଲ ଲାଗିବା ସହ କ୍ଲାସି ଲୁକ୍‌ ଦିଏ।
ବୟଫ୍ରେଣ୍ଡ ଜିନ୍ସ ସହିତ ପ୍ଲେନ୍‌ ଶାର୍ଟ, ଫ୍ଲାଟ୍‌ ସ୍ଲିପର୍‌ ଏବଂ ସ୍ଲିଙ୍ଗ୍‌ ବ୍ୟାଗ୍‌କୁ ଟିମ୍‌ଅପ୍‌ କଲେ ଆପଣ ଟ୍ରେଣ୍ଡି ଏବଂ ଫ୍ୟାଶନେବଲ୍‌ ଲାଗିବେ।
କ୍ରପ୍‌ ଟପ୍‌ ମଧ୍ୟ ଏହା ସହ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ସମର ଫ୍ୟାଶନ୍‌ରେ ଏହା ସହ ହ୍ବାଇଟ୍‌ କଟନ୍‌ ଶାର୍ଟ କିମ୍ବା ଟପ୍ସ ଟ୍ରାଏ କରନ୍ତୁ, ଟ୍ରେଣ୍ଡି ଲାଗିବେ।
ଏହା ସହ ଟି ଏବଂ ରେଡ୍‌ ଷ୍ଟେଟ୍‌ମେଣ୍ଟ ଜ୍ୟାକେଟ୍‌ ମଡର୍ନ ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri