ଏହି ୪ ଅକ୍ଷର ନାମଧାରୀ ଯୁବତୀଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବକ; ଜାଣନ୍ତୁ କ’ଣ କୁହେ ଜ୍ୟୋତିଷଶାସ୍ତ୍ର

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ନାମରୁ ତାର ଜୀବନ ଏବଂ ସ୍ବଭାବ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ। କାରଣ ପ୍ରତିଟି ଅକ୍ଷର କୌଣସି ନା କୌଣସି ଗ୍ରହର। ଆଜି ଆମେ ସେଭଳି କିଛି ନାମ ବିଶିଷ୍ଟ ଯୁବତୀଙ୍କ ବିଷୟରେ କଥା ହେବା,ଯାହାଙ୍କ ପାଇଁ ପୁଅମାନେ ସବୁଠାରୁ ବେଶୀ ପାଗଳ ଥାନ୍ତି। ସେମାନଙ୍କୁ ତାଙ୍କ ପାର୍ଟନର ବହୁତ ଭଲ ପାଇଥାନ୍ତି।

‘କେ’ ନାମର ଯୁବତୀ: ଯେଉଁମାନଙ୍କ ନାମ ‘କେ’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବେଶ୍‌ ଆଟ୍ରାକ୍ଟିଭ୍‌ ହୋଇଥାନ୍ତି। ତାଙ୍କ ସ୍ବଭାବ ଯୋଗୁ ଯେ କାହାର ବି ହୃଦୟ ଜିତିପାରନ୍ତି। ଏମାନେ ଯେତେବେଳେ ପ୍ରେମରେ ପଡ଼ନ୍ତି, ସେତେବେଳେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପିତ କରିଦିଅନ୍ତି। ଭଲପାଇବା ମାମଲାରେ ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି। ପୁଅମାନେ ଏମାନଙ୍କ ପ୍ରତି ଶୀର୍ଘ ଆକର୍ଷିତ ହୋଇଥାନ୍ତି।

‘ପି’ ନାମର ଯୁବତୀ: ଯେଉଁ ଯୁବତୀଙ୍କ ପ୍ରଥମ ଅକ୍ଷର ‘ପି’ ହୋଇଥାଏ, ସେମାନେ ଶାନ୍ତ ସ୍ବଭାବର। ଅନ୍ୟମାନଙ୍କଠାରୁ ଏମାନେ ବହୁତ ଅଲଗା ହୋଇଥାନ୍ତି। ଭିନ୍ନ ସ୍ବଭାବର ହୋଇଥିବା ହେତୁ ପୁଅମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି। ପାର୍ଟନରଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। ସେମାନେ ପ୍ରତିଟି ଖୁସିର ଯତ୍ନ ନେଇଥାନ୍ତି।

‘ଆର୍‌’ ନାମର ଯୁବତୀ: ଯେଉଁମାନଙ୍କ ନାମ ‘ଆର୍‌’ ଅକ୍ଷରରୁ ଆରମ୍ଭ ସେମାନେ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ପାର୍ଟନରଙ୍କୁ ଖୁସି କରିବା ଲାଗି ଏମାନେ ନୂଆ-ନୂଆ ଉପାୟ ବାହାର କରିଥାନ୍ତି। ପୁଅମାନେ ଏହି ନାମଧାରୀ ଯୁବତୀଙ୍କ ପ୍ରତି ସବୁଠାରୁ ଅଧିକ ଆକର୍ଷିତ ହୋଇଥାନ୍ତି। ଏମାନେ ସଚ୍ଚୋଟତାର ସହ ନିଜ ସମ୍ପର୍କ ତୁଲାଇଥାନ୍ତି।

‘ଏସ୍‌’ ନାମର ଯୁବତୀ:
ଯେଉଁ ଯୁବତୀଙ୍କ ନାମ ‘ଏସ୍‌’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କର ଜୀବନସାଥୀ ବହୁତ ସ୍ନେହୀ ସ୍ବଭାବର ହୋଇଥାନ୍ତି। ସବୁ ପରିସ୍ଥିତିରେ ଏମାନେ ପାର୍ଟନରଙ୍କ ସହ ରହିଥାନ୍ତି। ନିସ୍ବାର୍ଥଭାବେ ସ୍ବାମୀଙ୍କ ଏମାନେ ସେବା କରିଥାନ୍ତି। ସ୍ନେହୀ ସ୍ବଭାବ ଯୋଗୁ ପୁଅମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ୨୦୨୫ରେ କେଉଁ ରାଶି ପାଇଁ କେଉଁ ରଙ୍ଗ ଏବଂ ନମ୍ବର ହେବ ଭାଗ୍ୟଶାଳୀ? ଜାଣନ୍ତୁ…

ଆସୁଛି ନବବର୍ଷ ୨୦୨୫। ଏହା ସୌଭାଗ୍ୟ, ସମୃଦ୍ଧି ଏବଂ ଖୁସି ପାଇଁ ଉଲ୍ଲେଖନୀୟ ବର୍ଷ ହେବ। ଏହି ବର୍ଷରେ କେଉଁ ରାଶି ଲାଗି କେଉଁ ରଙ୍ଗ...

ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି...

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri