Categories: Video

Boys Should learn how to cook । ପୁଅ ମାନଙ୍କୁ ରୋଷେଇ ଶିଖିବା ଦରକାର

Bhubaneswar-Cuttack twin city police commissioner Sudhanshu Sarangi recently commented that boys must learn cooking and girls should not marry boys who refuse to cook. The statement has since become the talk of the town. Let’s watch what the denizens have to say about this.

‘ପୁଅ ମାନଙ୍କୁ ରୋଷେଇ କରିବା ଦରକାର ଅଛି ଓ ପ୍ରତ୍ୟେକ ଝିଅ ଏମିତି ପୁଅଙ୍କୁ ବାହା ହେବା କଥା ନୁହଁ ଯେ ମନା କରିବ ମୁଁ ରୋଷେଇ କରିବିନି’ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରଖିଥିବା ଏଭଳି ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତେବେ ଏହାକୁ ନେଇ ଲୋକେ କଣ କହୁଛନ୍ତି ଚାଲନ୍ତୁ ଦେଖିବା ଏହି ଭିଡିଓରେ…