ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ରିଲ୍ସକୁ ନେଇ ଭିନ୍ନ କ୍ରେଜ୍ ରହିଛି। ଏଥିପାଇଁ ଅନେକ ଭିନ୍ନ ଶୈଳୀ ଆପଣାଇଥାନ୍ତି। ଏହି କ୍ରମରେ ଏବେ କିଛି ଯୁବକ ଯୁବତୀ ବେଶରେ ସଜେଇ ହୋଇ ସମସ୍ତଙ୍କୁ ଚମକାଇଛନ୍ତି। ସେମାନଙ୍କ ରିଲ୍ସ ଦେଖିବା ପରେ ସମସ୍ତେ ଚକିତ ହୋଇଛନ୍ତି। ଜଣେ ଯୁବକରୁ ଏତେ ସୁନ୍ଦରୀ ଯୁବତୀ କିଭଳି ସେ ହୋଇପାରିଲେ ତାହା ବିଶ୍ୱାସ ହେଉନାହିଁ।
ଭାଇରାଲ ଭିଡିଓରେ ପ୍ରାୟ ଛଅ ଜଣ ଯୁବକ ନଜର ଆସୁଛନ୍ତି। ସେମାନେ ମେକଅପ୍ ଜରିଆରେ ନିଜକୁ ଅତି ସହଜରେ ଯୁବତୀ ବେଶରେ ସଜାଇଛନ୍ତି। ନିଜ ସୌନ୍ଦର୍ଯ୍ୟରେ ସେ ସମସ୍ତଙ୍କୁ ମୁଗ୍ଧ କରିଦେଉଛନ୍ତି। ବିଶେଷକରି ଝିଅମାନେ ଏହି ପୋଷ୍ଟକୁ ଦେଖି ଆମେ ଏବେ କ’ଣ କରିବୁ ବୋଲି ମଜାଦାର କମେଣ୍ଟ ଦେଉଥିବା ଦେଖାଯାଉଛି।
ଦେଖନ୍ତୁ ଭିଡିଓ: