Categories: ଖେଳ

ପରଲୋକରେ ପୂର୍ବତନ ଡବ୍ଲୁଡବ୍ଲୁଇ ଚମ୍ପିୟନ ବ୍ରେ ୱାୟଟ

ନୂଆଦିଲ୍ଲୀ,୨୫।୮: ଖୁବ୍‌କମ ସମୟ ମଧ୍ୟରେ ଡବ୍ଲୁଡବ୍ଲୁଇ ରେସଲିଂ ୱାଲର୍‌ଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ରେ ୱାୟଟଙ୍କ ୩୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରୁଥିଲେ। ସେ ଏ ବିଷୟରେ କାହାକୁ ଜଣାଇ ନଥିଲେ, କିନ୍ତୁ ହଠାତ୍‌ ରିଙ୍ଗରୁ ତାଙ୍କର ଦୂରତା ପ୍ରଶଂସକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

Share