Categories: ଫୁରସତ

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ହସିହସି ଗଡିଯିବେ। ବର ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଧରି କ୍ୟାମେରା ଆଗରେ ପୋଜ୍‌ ଦେଇ ବୁଲାଉଥିବା ବେଳେ ଏତେ ସମୟ ଏତେ ଯୋର ବୁଲାଇଛନ୍ତି ଯେ, କନ୍ୟା ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଛନ୍ତି। ତେବେ ବର ଜଣଙ୍କ ତାଙ୍କୁ ନ ଧରି କିମ୍ବା ତଳୁ ଉଠାଉ ନଥିବାରୁ ଅନେକ ଜଣ ପ୍ରତିତ୍ରିୟା ଦେଇଚନ୍ତି କେହି କହିଛନ୍ତି ଏମିତି ବର ବାଛିଲା କିଏ, ସେ ସ୍ତ୍ରୀ ନଟୁ ନୁହେଁ। ଅନେକ ଜଣ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓକୁ ପସନ୍ଦ କରିଛନ୍ତି।

 

Share