ଭୁଶୁଡିଲା ବଙ୍ଗଳାଗୁଡ଼ା ବ୍ରିଜ୍‌

କୋରାପୁଟ,୧୬।୮(ସ୍ବ.ପ୍ର.): କୋରାପୁଟ ରାୟଗଡା ୩୨୬ ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ଗ୍ରାମ ନିକଟରେ ଥିବା ଏକ ବଡ ବ୍ରିଜ଼ ମଙ୍ଗଳବାର ଅପରାହ୍ନରେ ହଠାତ ଭୁଶୁଡିପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିବା ଦେଖାଯାଇଛି।

Share