Posted inଫୁରସତ

କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ…

ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍‌, କେକ୍‌, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍‌୍‌ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ ଫ୍ରାଞ୍ଚାଇଜ୍‌ ୟୁନିଟ୍‌ ରହିଛି। କମ୍ପାନୀରେ ପ୍ରାୟ ୧ ଲକ୍ଷ କର୍ମଚାରୀ କାମ କରୁଛନ୍ତି।

ବ୍ରିଟାନିଆର ମାଲିକ ହେଉଛନ୍ତି ନୁସଲୀ ଓ୍ବାଡିଆ। ଏହାର ମ୍ୟାର୍କେଟ କ୍ୟାପ୍‌ ୧.୦୯ ଲକ୍ଷ କୋଟି ଟଙ୍କା। ତେବେ ୧୮୯୨ରେ ବ୍ରିଟିଶ ବ୍ୟବସାୟୀଙ୍କ ଏକ ଗ୍ରୁପ୍‌ କୋଲକାତାର ଏକ ଛୋଟ ଘରୁ ମାତ୍ର ୨୯୫ ଟଙ୍କା ବ୍ୟୟରେ ଏହି କମ୍ପାନୀ ଆରମ୍ଭ କରିଥିଲେ। ପରେ ଏହାକୁ ଗୁପ୍ତା ବ୍ରଦର୍ସ କିଣି ନେଇଥିଲା ଏବଂ ବିଏସ୍‌ ବ୍ରଦର୍ସ ନାମରେ ଚଳାଇଥିଲା। ୧୯୧୦ରେ କମ୍ପାନୀ ମେଶିନ ସାହାଯ୍ୟରେ ବିସ୍କୁଟ୍‌ କରିବା ଆରମ୍ଭ କରିଥିଲା। ୧୯୮୦ରେ ସିଏଚ୍‌ ହୋମ୍ସ କମ୍ପାନୀ ସହ ଯୋଡ଼ି ହୋଇ ବ୍ରିଟାନିଆ ବିସ୍କିଟ୍‌ କମ୍ପାନୀ ଲିମିଟେଡ୍‌(ବିବିସିଓ)କୁ ଲଞ୍ଚ କରିଥିଲେ। ୧୩୧ ବର୍ଷ ପରେ ସେହି କମ୍ପାନୀ ଭାରତର ସବୁଠାରୁ ବଡ଼ ଏଫ୍‌ଏମ୍‌ସିଜି କମ୍ପାନୀରେ ପରିଗଣିତ ହେଉଛି। ଏବେ ପ୍ରାୟ ପ୍ରତି ଘରେ କମ୍ପାନୀର ବିସ୍କୁଟ, ଟୋଷ୍ଟ, ବ୍ରେଡ ଅଥବା କେକ୍‌ରୁ ଆରମ୍ଭ କରି ଅନ୍ୟ କୌଣସି ସାମଗ୍ରୀ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାରୱାଡୀ ଯୁବ ମଞ୍ଚର କର୍ମକର୍ତ୍ତା ଚୟନ

କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ...

ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରଗଡ଼ର ଯୁବ ସଂଗଠକ ତଥା ବର୍ତ୍ତମାନର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର...

Waqf Amendment Bill: ଶୋଷଣମୁକ୍ତ କରିବା ପାଇଁ ଭାଜପାର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୫।୪: ଭାଜପା ସରକାର ଦ୍ୱାରା ଆଗତ ୱାକଫ (ସଂଶୋଧନ) ବିଲ ୨୦୨୫ ଭାରତରେ ଓ୍ବକଫ ସମ୍ପତ୍ତି ପରିଚାଳନାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।...

ଧାନକେଣ୍ଡାରେ ଅଗାଡ଼ି: ଜିଲାପାଳଙ୍କୁ ଫେରାଦ ହେଲେ ବରଗଡ଼ ଚାଷୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି...

ବଡ଼ ଖବର: ବିଜେଡି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଗଂଠନିକ ନିର୍ବାଚନରେ ୧୮ ଜିଲାର ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image