ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ

ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଟେରେନ୍ସ ଡେଭିସଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଡିଷ୍ଟାନ୍ସ ଭଏସ୍‌, ଷ୍ଟିଲ୍‌ ଲାଇଭ୍ସ, ଦ ଡିପ୍‌ ବ୍ଲୁ ସି ଏବଂ ଦ ଲଙ୍ଗ ଡେ କ୍ଲୋଜ ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ। ତାଙ୍କର ଦେହାନ୍ତ ଖବର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରାଯାଇଥିଲା। ସେ ଅକ୍ଟୋବର ୭, ୨୦୨୩ରେ ସାମାନ୍ୟ ଅସୁସ୍ଥତା ପରେ ଘରେ ମୃତ୍ୟୁବରଣ କରିଥିଲେ।

Share