ବ୍ରିଟିଶ ପାକିସ୍ତାନୀ କଟ୍ଟରପନ୍ଥୀ ପ୍ରଚାରକ ଅଞ୍ଜମଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ

ଲଣ୍ଡନ,୨୫।୭: କଟ୍ଟରପନ୍ଥୀ ଇସଲାମ ପ୍ରଚାରକ ଅଞ୍ଜମ ଚୌଧୁରୀଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ଅପରାଧ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଲଣ୍ଡନ କୋର୍ଟରେ ହାଜର କରାଯିବ। ଚୌଧୁରୀଙ୍କ ପାଖରେ ବ୍ରିଟେନ ଏବଂ ପାକିସ୍ଥାନର ନାଗରିକତ୍ୱ ଅଛିି।
ମହାନଗର ନିଗମ ପୋଲିସ ତାଙ୍କୁ ଏକ ନିଷିଦ୍ଧ ସଂଗଠନକୁ ସମର୍ଥନ କରି ବୈଠକକୁ ସମ୍ବୋଧିତ କରିବାର ଅଭିଯୋଗରେ ଗିରଫ କରିଛି।

Share