Categories: ଜାତୀୟ

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷ ମାୟାବତୀ ପୁଣିଥରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜନଗଣନା କଥା ଉଠାଇଛନ୍ତି। ଯଦି କେନ୍ଦ୍ର ସରକାର ଏ ଦିଗରେ ଗଠନମୂଳକ ପଦକ୍ଷେପ ନିଅନ୍ତି, ତେବେ ତାଙ୍କ ଦଳ ପାର୍ଲାମେଣ୍ଟ ଓ ବାହାରେ କେନ୍ଦ୍ରକୁ ସମର୍ଥନ ଯୋଗାଇଦେବ ବୋଲି ମାୟାବତୀ କହିଛନ୍ତି।

Share