Categories: ଜାତୀୟ

ବଡଗାମରେ ସୁରକ୍ଷାକର୍ମୀଙ୍କୁ ସଫଳତା: ୨ ଆତଙ୍କବାଦୀ ନିହତ

ଜମ୍ମୁ ,୧୦ ।୮: ଜମ୍ମୁ-କଶ୍ମୀରର ବଡଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ବୁଧବାର ସକାଳୁ ସେଠାରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଜମ୍ମୁ-କଶ୍ମୀର ପୋଲିସ ଟୁଇଟ କରି ଏହି ସୂଚନା ଦେଇଛି । ଏନକାଉଣ୍ଟର ଏବେବି ଜାରି ରହିଥିବା ବେଳେ ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

 

Share