ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୟାକ୍ସ କ୍ଷେତ୍ରକୁ ନେଇ ବଡ ଘୋଷଣା କରିଛନ୍ତି। ଆୟକର ରିଟର୍ଣ୍ଣ ଛାଡ ପାଇଁ ନୂଆ ନିୟମ ଲାଗୁ ହୋଇଛି । ଟ୍ୟାକ୍ସ ଏବଂ ଅଡିଟ୍କୁ ନେଇ ଚଳିତ ବଜେଟ୍ରେ କ’ଣ ସବୁ ଘୋଷଣା ହୋଇଛି ଆସନ୍ତୁ ଜାଣିବା।