ଲାଲ ସମ୍ବଲପୁରୀ ରେଶମ ଶାଢିରେ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀଙ୍କର ଏକ ସୁନ୍ଦର ଶାଢି ସଂଗ୍ରହ ସେଟ ଅଛି। ତାଙ୍କ ଶାଢିର ରଙ୍ଗ ପ୍ରାୟତଃ ଦେଶର ନୋଟ୍‌ର ରଙ୍ଗ ସହିତ ମେଳ ଖାଉଥିବା ଦେଖାଯାଏ। ତାଙ୍କୁ ଅନେକ ଥର ୧୦ ରୁ ୨,୦୦୦ ଟଙ୍କା ନୋଟର ରଙ୍ଗ ସହିତ ମେଳ ଖାଉଥିବା ସାଢିରେ ଦେଖିବାକୁ ମିଳିଥାଏ।

ବଜେଟ ଉପସ୍ଥାପନ ପାଇଁ ସେ ଏକ ଲାଲ ସମ୍ବଲପୁରୀ ରେଶମ ଶାଢି ପିନ୍ଧିଛନ୍ତି। ଏହା ମନ୍ଦିର ଶାଢି ନାମରେ ମଧ୍ୟ ଜଣାଶୁଣା। ସେ ଏପରି ସମୟରେ ତାଙ୍କ ଗୁଡଲକ ରଙ୍ଗ ପସନ୍ଦ କରିଛନ୍ତି।

Share