Posted inVideo

Bulbul threat looms large | ଆସୁଛି ବାତ୍ୟା “ବୁଲବୁଲ୍”

Featured Video Play Icon

The well marked ‘low pressure area’ over north Andaman Sea is very likely to intensify into a ‘deep depression’ during next 12 hours and into a ‘cyclonic storm’ during the subsequent 24 hours. Special Relief Commissioner PK Jena has said that a clear picture on the path of the storm will emerge after 48 hours. He stressed that there is no need to panic.

ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଓଡିଶାରେ ଏହା ବାତ୍ୟା ରୂପ ନେବକି ନାହିଁ ତାହା ଆସନ୍ତା ୪୮ଘଣ୍ଟା ମଧ୍ୟରେ ସ୍ପଷ୍ଟ ଜଣାପଡିବ। ଲୋକମାନେ ଏବେ ଠାରୁ ଆତଙ୍କିତ ନହେବା ସହ କୌଣସି ଗୁଜବରେ ବିଶ୍ବାସ ନକରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri