Posted inଜାତୀୟ

ବାଇକ୍‌ କିଣିଲେ ଏବେ ଶସ୍ତାରେ ମିଳିବ ହେଲମେଟ୍‌, ନୀତିନ ଗଡକରୀଙ୍କ ବଡ଼ ସୂଚନା

ନୂଆଦିଲ୍ଲୀ,୫।୯: ଆପଣ ବାଇକ୍‌ କିଣିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଆପଣ ଆଉ ଏକ ଲାଭ ପାଇବାକୁ ଯାଉଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ବାଇକ୍‌ କ୍ରୟକାରୀଙ୍କ ପାଇଁ ଶସ୍ତା ହେଲମେଟ ଉପଲବ୍ଧ ହେବାକୁ ଯାଉଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ପରି ଦୁଇ ଚକିଆ ଯାନ ନିର୍ମାତାଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବାଇକ କିଣୁଥିବା କୌଣସି ଗ୍ରାହକଙ୍କୁ ଏବେ ରିହାତିରେ ହେଲମେଟ ଯୋଗାଇ ଦିଆଯିବ।

ନୀତିନ ଗଡକରୀ କହିଛନ୍ତି, ପ୍ରତିବର୍ଷ ଦେଶରେ ୫୦ ହଜାରରୁ ଅଧିକ ବାଇକ ଆରୋହୀ ହେଲମେଟ ପିନ୍ଧି ନ ଥିବାରୁ ମୃତ୍ୟୁ ବରଣ କରନ୍ତି। ୨୦୨୨ରେ ହେଲମେଟ ନ ପିନ୍ଧିବାରୁ ୫୦ହାଜର ୨୯ଜଣ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ସମସ୍ତ ଦୁଇ ଚକିଆ କମ୍ପାନୀ ବାଇକ କ୍ରୟ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ହେଲମେଟ ଯୋଗାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

KGରୁ PG ମାଗଣା ଶିକ୍ଷା, ଛାତ୍ରଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା, ଭାଜପାର ଘୋଷଣା ପତ୍ର ପାର୍ଟ-୨

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଏହାର ଘୋଷଣାପତ୍ରର ଦ୍ୱିତୀୟ ଭାଗ ପ୍ରକାଶ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ...

ମାତ୍ର ୪ ଦିନରେ ୬ ହଜାରରୁ ୪ ଲକ୍ଷରେ ପହଞ୍ଚିଲା ଆଇଆଇଟି ବାବାଙ୍କ ଫଲୋଅର୍ସ

ପ୍ରୟାଗରାଜ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହ ଏବେ ନିଜେ ତାଙ୍କ ଖ୍ୟାତି ପାଇଁ ବିଚଳିତ। ସେ...

‘ସନ୍ୟାସ ବି ଏକ ଆଡଭେଞ୍ଚର’, ଏବେ ଏମିତି କ’ଣ କହିଲେ ଆଇଆଇଟିଆନ ବାବା

ପ୍ରୟାଗରାଜ,୨୧।୧: ପ୍ରୟାଗରାଜର ମହାକୁମ୍ଭରେ ଚାରିଆଡ଼େ ଆଧ୍ୟାତ୍ମିକତା ଏବଂ ଦିବ୍ୟତା ଅନୁଭୂତ ହେଉଥିବା ବେଳେ, ଏକ ବିଶେଷ କାହାଣୀ ଏବେ ଆଲୋଚନାରେ ରହିଛି। ସଙ୍ଗମ ସହରରେ ଜଣେ...

ଅଭିନେତା ସୈଫଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ମିଳିଲା କେତେ ଟଙ୍କା? ଭେଟିଛନ୍ତି କି କରିନା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ,୨୧।୧: ଜାନୁଆରୀ ୧୫ ରାତିରେ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସେହି...

ଫିଲ୍ମରେ କାମ କରିବେ ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସା! ଦେଲେ ଏମିତି ଜବାବ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭରେ କୋଟି କୋଟି ଲୋକ ସମାଗମ ହେଉଛନ୍ତି। ସୋସିଆଲ ମିଡିଆ ଯୁଗରେ ମହାକୁମ୍ଭ ସହିତ ଜଡିତ...

ଦିନେ ଅଜିତ ପାଓ୍ବାରଙ୍କ ଗୋଡ ତଳେ ପଡ଼ିଯାଇଥିଲି,କିନ୍ତୁ ସେ…ଚାଞ୍ଚଲ୍ୟକର ଖୁଲାସା କଲେ ଧନଞ୍ଜୟ

ଶିରିଡି,୨୧।୧: ଧାର୍ମିକ ନଗରୀ ଶିରିଡ଼ିରେ ଏନସିପି ଅଜିତ ପାୱାର ଗୋଷ୍ଠୀର ଦୁଇ ଦିନିଆ କର୍ମୀ ସମ୍ମିଳନୀ ସମାପ୍ତ ହୋଇଛି। ସ୍ଥାନୀୟ ସଂସ୍ଥା ନିର୍ବାଚନକୁ ଦୃଷ୍ଟିରେ ରଖି...

ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ

ମୁମ୍ବାଇ,୨୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେି ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ, ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ନିଜ ଗାଁକୁ ଫେରି ଆସିଛନ୍ତି।...

ସ୍ତ୍ରୀଙ୍କୁ ବାନ୍ଧି ଏସିଡ୍‌ ଢାଳିଲେ ସ୍ବାମୀ

କୋଟା, ୨୧ା୧: ରାଜସ୍ଥାନର କୋଟାସ୍ଥିତ ମହାବୀର ନଗର ଅଞ୍ଚଳରେ ସୁନୀତ ଦୀକ୍ଷିତ(୫୦) ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମମତା ଗୌଡ଼ଙ୍କୁ ରବିବାର ମାଡ଼ ମାରିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image