ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ହେଲେ କାହାକୁ ମିଳିବ କେତେ ଆସନ, ଜାଣନ୍ତୁ…

ଭୁବନେଶ୍ୱର,୭।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ତୀବ୍ର ଆଲୋଚନା କରାଯାଉଛି। ତେବେ ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏହି ସମୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ, ୧୩ ଆସନରେ ଭାଜପା ଏବଂ ୮ ଆସନରେ ପ୍ରାର୍ଥୀ ବିଜେଡି ଦେଇପାରେ। ହେଲେ ମେଣ୍ଟକୁ ନେଇ କିଛି ଚିତ୍ର ସ୍ପଷ୍ଟ ହୋଇନାହିଁ।

Share