Categories: ଫୁରସତ

ଗୁଗୁଲରେ ‘ଗୁଗୁଲ ସ୍କାଏ’ ସର୍ଚ୍ଚ କଲେ ଦେଖିବେ ଅଦ୍ଭୁତ ଦୃଶ୍ୟ

ଆଜିର ସମୟରେ ଗୁଗୁଲ୍‌କୁ ‘ଜ୍ଞାନର ଗନ୍ତାଘର’ ବୋଲି କୁହାଯାଏ। ଏଥିରେ କିଛି ବି ପ୍ରଶ୍ନ ସର୍ଚ୍ଚ କଲେ ଆମେ ତାର ଉତ୍ତର ମିଳିଥାଏ। ଏମିତିରେ ଅନେକ ସ୍ବତନ୍ତ୍ର ଶବ୍ଦ ରହିଛି ଯାହାକୁ ଆପଣ ଗୁଗୁଲ୍‌ରେ ସର୍ଚ୍ଚ କରି କମାଲ ଦେଖିପାରିବେ। ସେଥିରୁ ଗୋଟିଏ ହେଲା ‘ଗୁଗୁଲ ସ୍କାଏ’। ଏହାକୁ ଏଥିରେ ସର୍ଚ୍ଚ କରିବା ପରେ ଯେକେହି ଜୁମ୍‌ କରି ସ୍ପେସ୍‌(ଅନ୍ତରୀକ୍ଷ) ଦେଖିପାରିବେ। ଏଥିରେ ଗ୍ରହ, ତାରା, ନକ୍ଷତ୍ର,ଆକାଶଗଙ୍ଗା, ଚନ୍ଦ୍ର ସବୁକିଛି ରହିଥିବ।

Share