ପଞ୍ଚମ ରାଉଣ୍ଡ ସୁଦ୍ଧା ଦୀପାଳି ଦାସ ୧୩,୫୪୫ ଖଣ୍ଡ ଭୋଟରେ ଆଗୁଆ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୧୩,୫୪୫ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାପଡିଛି।
ବିଜେଡି ୩୦୦୫୦ ଭୋଟ ପାଇଥିବା ବେଳେ ଭାଜପା ୧୬୫୦୫ ଏବଂ କଂଗ୍ରେସ ୧୧୫୦ଖଣ୍ଡ ପାଇଛି।

Share