Categories: ବାଣିଜ୍ୟ

ପୁଣି ଛଟେଇ କରିବ ବାଇଜୁ

ନୂଆଦିଲ୍ଲୀ,୨୭।୯: ପୁଣି ଥରେ ଛଟେଇ କରିବ ବାଇଜୁ। ଏଥର କମ୍ପାନୀ ୪୦୦୦-୪୫୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ନୂଆ ସିଇଓ ଭାବେ ଅର୍ଜୁନ ମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ରଣନୀତି ଭାବେ କମ୍ପାନୀ ଏବେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ଏଥିଲାଗି କମ୍ପାନୀର ବରିଷ୍ଠ କର୍ମଚାରୀମାନଙ୍କୁ ଏବେ ଛଟେଇ କରାଯିବ ବୋଲି କୁହାଯାଉଛି।

Share