ସିଏଜି ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ଆସନ୍ତା ବିଧାନସଭାର ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ୨୦୨୦ ମାର୍ଚ୍ଚ ସମାପ୍ତ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ଭୂପୃଷ୍ଠ ଜଳସେଚନର ସମ୍ପାଦନା ସମୀକ୍ଷା ରିପୋର୍ଟକୁ ଓଡ଼ିଶାର ପ୍ରଧାନ ମହାଲେଖାକାର ବିଭୁଦ ବସନ୍ତିଆ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ରାଜଭବନଠାରେ ଭେଟି ପ୍ରଦାନ କରିଛନ୍ତି।