Categories: ଫୁରସତ

କାର୍ଯ୍ୟସ୍ଥଳରେ ‘ଚନ୍ଦା’ ଡାକିବା ଯୌନ ନିର୍ଯାତନା

ଲଣ୍ଡନ: କାର୍ଯ୍ୟକ୍ଷେତ୍ରରେ ଯଦି କୌଣସି କର୍ମଚାରୀ ଅନ୍ୟ କର୍ମଚାରୀଙ୍କୁ ଚନ୍ଦା ବୋଲି ସମ୍ବୋଧନ କରନ୍ତି ତେବେ ଏହା ଯୌନ ନିର୍ଯାତନା ବୋଲି କୁହାଯିବ। ଜଜ୍‌ ଜୋନାଥାନ୍‌ ବ୍ରେନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ କମ୍‌ କେଶ ରହିଛି ତେବେ ତାଙ୍କୁ ଚନ୍ଦା ବୋଲି ଡାକିବା ଆଦୌ ଉଚିତ ନୁହେଁ। ତେବେ ଏ ପ୍ରକାର ଘଟଣା ଯୌନ ନିର୍ଯାତନା ସହ ସମାନ ବୋଲି ଶୁଣାଣିବେଳେ ଖଣ୍ଡପୀଠ କହିଥିଲେ। ସହକର୍ମୀ ଚନ୍ଦା ଡାକିବା ନେଇ ୟୁକେର ଟୋନି ନାମକ ଜଣେ ବ୍ୟକ୍ତି କୋର୍ଟରେ ଅଭିଯୋଗ କରିଥିଲେ।

Share