Posted inଫୁରସତ

ଚିଡ଼ିଆଖାନାରେ ବୁଲୁଥିଲେ ପର୍ଯ୍ୟଟକ, ଗାଡ଼ି ଭିତରକୁ ପଶି ଆସି ସିଂହୀ କଲା ଏମିତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପର୍ଯ୍ୟଟକମାନେ ଚିଡ଼ିଆଖାନା ଭିତରେ ବୁଲୁଛନ୍ତି। ଏକ ସିଂହୀ ଗାଡ଼ି ଭିତରକୁ ପଶି ଆସି କେମିତି କ’ଣ ବ୍ୟବହାର ଦେଖାଉଛି ତାହା ଏହି ଭିଡିଓରେ ଦର୍ଶାଯାଇଛି।

ଭିଡିଓରେ ସିଂହୀଟି କିଛି ପର୍ଯ୍ୟଟ ଥିବା ଗାଡ଼ି ଭିତରକୁ ଚଢୁଛି। ତା’ ପରେ ସେ ଜଣଙ୍କ ପରେ ଜଣେ ମହିଳାଙ୍କ ନିକଟକୁ ଯାଉଛନ୍ତି ଏବଂ ସେମାନଙ୍କୁ ଭଲ ପାଆନ୍ତି ଏବଂ ସେମାନଙ୍କୁ ଆଲିଙ୍ଗନ କରନ୍ତି। ଏହି ଭିଡିଓକୁ ଦେଖିଲେ ଲାଗୁଛି ଯେମିତି ସେ ସିଂହୀ ନୁହନ୍ତି ବରଂ ଏକ ପୋଷା କୁକୁର। ସାଧାରଣତଃ ବଣୁଆ ଜନ୍ତୁମାନଙ୍କର ଏପରି ଭିଡିଓ କ୍ୱଚିତ ଦେଖାଯାଏ।

ଏହି ଭିଡିଓଟି @AMAZlNGNATURE ନାମକ ଆକାଉଣ୍ଟରେ ଶେୟାର କରାଯାଇଛ। ୪୧ ସେକେଣ୍ଡ୍‌ର ଭିଡିଓକୁ ୯ ମିଲିୟନ ଅର୍ଥାତ୍‌ ଏପର୍ଯ୍ୟନ୍ତ ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୧ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଏହା ଉପରେ ଅନେକ ମନ୍ତବ୍ୟ ଦେଉଥିବାର ମଧ୍ୟ ଦେଖାଯାଉଛି। ଜଣେ ୟୁଜର ଲେଖିଛନ୍ତି, ମୁଁ ପଶୁମାନଙ୍କୁ ଯେତେ ଭଲ ପାଏ ନା କାହିଁକି, ଯଦି ମୁଁ ସେଠାରେ ଥାଆନ୍ତି, ଭୟଭୀତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri