Posted inଜାତୀୟ

ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ଶେଷ ପ୍ରଚାର

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶ ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ। ଏନେଇ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ। ଏହି ପର୍ଯ୍ୟାୟରେ ୧୬ ଜିଲାରେ ୫୯ ସିଟ ପାଇଁ ମତଦାନ ହେବ। ହାଥରସ, ଫିରୋଜାବାଦ, ଇଟାଓ୍ବା, ମେନପୁରୀ, କାସଗଞ୍ଜ, ମେନପୁରୀ, ଫରୁଖାବାଦ, କନ୍ନେଜ, କାନପୁର, ଝାନସୀ, ଲଳିତପୁର ଆଦି ଜିଲାରେ ଭୋଟ ଗ୍ରହଣ ହେବ । ରବିବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସା ୬ଟାରେ ଶେଷ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେଷ୍ଟ ମିଲ୍କ ବିଜନେସ୍‌ର ଲାଇସେନ୍ସ ହେବ ରଦ୍ଦ, କେନ୍ଦ୍ର ସରକାରଙ୍କ ସୂଚନା…

ବେଙ୍ଗାଲୁରୁ,୧୪।୧୧: ବ୍ରେଷ୍ଟ ମିଲ୍କ ସଂଗ୍ରହ ତଥା ବ୍ୟବସାୟକୁ ଅନୁମତି ଦେଇଥିବା ଲାଇସେନ୍ସ ବାତିଲ କରିବାକୁ ରାଜ୍ୟ ସରକାର କର୍ନାଟକ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। କର୍ନାଟକ ହାଇକୋର୍ଟ...

ଅନଲାଇନ ମୋଡରେ ଚାଲିବ ପ୍ରାଇମେରୀ ସ୍କୁଲ, ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ...

ହସ୍ପିଟାଲରେ ନାଚିଲେ ଡାକ୍ତର-ନର୍ସ, ଭିଡିଓ ଭାଇରାଲ

ବାରାଣସୀ,୧୪।୧୧: ଉତ୍ତର ପ୍ରଦେଶ ବାରାଣସୀରେ ଥିବା ଦିନ ଦୟାଲ ଉପାଧ୍ୟାୟ ଜିଲା ହସ୍ପିଟାଲରେ ଡାକ୍ତର ଓ ନର୍ସମାନେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ...

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮...

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପାକୁ ଝଟକା, ବାଜି ମାରିଲା ଏଏପି

ନୂଆଦିଲ୍ଲୀ,୧୪।୧୧: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏମସିଡି ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।...

ମୋଦିଙ୍କ ନକଲ କରୁଛନ୍ତି କେଜରିଓ୍ବାଲ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ହନୁମାନ ଭକ୍ତ ଅରବିନ୍ଦ କେଜରିୱାଲ ବର୍ତ୍ତମାନ ମନ୍ଦିରରୁ ମନ୍ଦିରକୁ ବୁଲୁଛନ୍ତି। ଏଥିରୁ ଜଣାପଡୁଛି ଯେ...

ଏମଭିଏ ଆସିଲେ ଭିକ ମାଗିବା ନିଶ୍ଚିତ, ମହାରାଷ୍ଟ୍ରରେ ବର୍ଷିଲେ ମୋଦି

ମୁମ୍ବାଇ,୧୪।୧୧: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆଟାକ ଏବଂ କାଉଣ୍ଟର ଆଟାକ ରାଜନୀତି ଚରମ ସୀମାରେ ରହିଛି। ଏମଭିଏ ମହାୟୁତି ଉପରେ ଆକ୍ରମଣ କରୁଥିବାବେଳେ ମହାୟୁତି ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri