ଜି -୨୦ ସମ୍ମିଳନୀରେ ସାମିଲ ହେବେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୨୮।୮: ସେପ୍ଟେମ୍ବର ୯ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ ନିଶ୍ଚିତ କରିଛନ୍ତି। ପ୍ରକାଶ ଥାଉକି, ଏହି ସମୟରେ ୟୁକ୍ରେନକୁ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ନ କରାଯିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନିକଟରେ ଜଷ୍ଟିନ ଟ୍ରୁଡୋ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହୋଇଥିଲା, ଯାହାର ଭିଡିଓ ଭୋଲୋଡିମିର ଜେଲେନସ୍କି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥି


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ନେତା କ୍ଷମା ମାଗିବା ଉଚିତ, କାହିଁକି ଏମିତି କହିଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧।୧୧: କର୍ନାଟକରେ ‘ଶକ୍ତି’ ଗ୍ୟାରେଣ୍ଟି ସମୀକ୍ଷା ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ନିନ୍ଦା କରିବା ପରେ...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ବିବେକ ଦେବରୟ କିଏ? ଜେଜେ-ଜେଜେମା’ ଆସିଥିଲେ ବାଂଲାଦେଶରୁ ସେ କିନ୍ତୁ ପାଲଟି ଯାଇଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ,୧।୧୧: ଅର୍ଥନୈତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଣକ୍ୟ ଥିତବା ବ୍ୟକ୍ତି ଏହି ଦୁନିଆରେ ଆଉ ନାହାଁନ୍ତି। ଯେଉଁ ବ୍ୟକ୍ତି ଦାରିଦ୍ର୍ୟର ଏକ ନୂତନ ମାନର ପ୍ରଚାର...

ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ...

ଭାରତ ସହ ମିଶି ଶେଷ କରିବୁ ସ୍ମଗ! ଦୀପାବଳି ପରେ କାହିଁକି ଏମିତି କହିଲେ ମରିୟମ

ଇସଲାମାବାଦ,୧।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫ ବୁଧବାର ୯୦-ଶାହରାହ-ଏ-କାୟଦ-ଏ-ଆଜମରେ ଅନୁଷ୍ଠିତ ଦୀପାବଳି ଉତ୍ସବରେ ଯୋଗ...

ଜାତି ବଦଳାଇଲେ ଶିଆ ଓ୍ବାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ

ନୂଆଦିଲ୍ଲୀ,୧।୧୧: ୨୦୨୧ରେ ସନାତନ ଧର୍ମ ଗ୍ରହଣ କରି ଲାଇମ ଲାଇଟକୁ ଆସିଥିବା ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଏଥର ନିଜର ଜାତି...

ନଭେମ୍ବରରେ ରୁହନ୍ତୁ ସାବଧାନ! ଏଥର ପଡିବ ପ୍ରବଳ ଥଣ୍ଡା

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି...

ଆଖିବୁଜିଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୧।୧୧: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବ୍ରୋଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri