Posted inVideo

Cancer causes and symptoms | କ୍ୟାନସର ରୋଗର କାରଣ ଓ ଚିକିତ୍ସା

Featured Video Play Icon

Vast majority of cancers are caused due to environmental and lifestyle factors. Changing lifestyle, increasing stress, pollution, higher intake of junk food and tobacco coupled with lack of exercise contribute to it significantly. All these factors have made cancer one of the deadliest diseases of our times. Let’s learn more about the causes, symptoms, diagnosis and treatment of cancer from Dr Chinmay Pani in this episode.

ଆଜିକାଲି ଆମ ସମସ୍ତଙ୍କର ଜୀବନଶୈଳୀ ସଂପୁର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଗଲାଣି । ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଖାଇବା, ଅନେକ ପ୍ରକାରର ମାନସିକ ଚିନ୍ତାରେ ରହିବା ,ଶାରୀରିକ ପରିଶ୍ରମ ନକରିବା ଡେରିରେ ଶୋଇବା ,ଡେରିରେ ଉଠିବା । ଏସବୁ ଦ୍ବାରା ଆମେ ବିଭିନ୍ନ ପ୍ରକାରର ରୋଗକୁ ନିଜ ଆଡକୁ ଆମନ୍ତ୍ରଣ କରିଥାଉ । ତେବେ ଏସବୁ ରୋଗ ଭିତରେ ଏକ ସାଧାରଣ ରୋଗରେ ବର୍ତ୍ତମାନ ପରିଣତ ହୋଇଯାଇଛି କ୍ୟାନସର ରୋଗ । ତେବେ କଣ ଏହି କ୍ୟାନସର ମହାମାରୀ । ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ଡଃ ଚିନ୍ମୟ ପାଣି । ସେ କଣ କହୁଛନ୍ତି ଆସନ୍ତୁ ଜାଣିବା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri