Categories: Video

Can’t trust rule of law anymore | ଆଉ ଆଇନ ଉପରେ ଭରସା ନାହିଁ

The hanging of the four convicts in the 2012 Nirbhaya gangrape and murder case was deferred Tuesday for the third time in six weeks by a court. While the convicts Mukesh Kumar Singh (32), Vinay Kumar Sharma (26), Akshay Kumar Singh (31) and Pawan are clutching at the straws through their lawyers to delay the execution, the citizens are dismayed. Here is what they have to say.

ପୁଣିଥରେ ନିର୍ଭୟା ଦୋଷୀଙ୍କର ପାଶୀ ତାରିଖ ଘୁଞ୍ଚିଛି । ତୃତୀୟ ଥର ଲାଗି ଫାଶୀ ତାରିଖ ଘୁଞ୍ଚାଇଛନ୍ତି ନିର୍ଭୟାର 4 ଦୋଷୀ ମୁକେଶ , ପବନ , ଅକ୍ଷୟ ଓ ବିନୟ । ଅନ୍ୟପଟେ ବାରମ୍ବାର ଦୋଶୀଙ୍କ ଫାଶୀ ତାରିଖ ଘୁଞ୍ଚୁଥିବାରୁ ସାଧାରଣରେ ଏହାକୁ ନେଇ ଅନେକ ଉଦବେଗ୍ ପ୍ରକାଶ ପାଉଛି । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କର ପ୍ରତିକ୍ରିୟା କଣ ରହିଛି ଦେଖିବା ଏହି ଭିଡିଓରେ ।