ଓଟିପି ଶେୟାରିଂ ମାମଲା: ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ା୬(ସତ୍ୟଜିତ୍‌ ବେହେରା): ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ମାମଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରୀତମ କର ଓ ସରୋଜ କୁମାର ନାୟକ କ୍ରିପ୍ଟୋ ଟ୍ରେଡିଂ କରିଛନ୍ତି। ୧ କୋଟିରୁ ଊଦ୍ଧର୍‌ବ ଟଙ୍କା ଉଭୟ କ୍ରିପ୍ଟୋରେ ନିବେଶ କରିଛନ୍ତି। ଉଭୟଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ଏସ୍‌ଟିଏଫ୍‌ ବ୍ଲକ କରିଛି।

Share