Posted inଫୁରସତ

୮୦୦ କୋଟି ଟଙ୍କାର ବିଲେଇ

ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ପ୍ରସିଦ୍ଧ ନୁହଁନ୍ତି, ତାଙ୍କ ବିଲେଇ ଅଲିଭିଆ ବେନସନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ଟେଲର ସ୍ବିଫ୍ଟଙ୍କୁ ଫଲୋ କରୁଥିବା ଲୋକମାନେ ତାଙ୍କ ବିଲେଇ ପ୍ରତି ଥିବା ପ୍ରେମ ବିଷୟରେ ଜାଣନ୍ତି। ଅଲିଭିଆ ଦୁନିଆର ସବୁଠାରୁ ଧନୀ ଗୃହପାଳିତ ପଶୁମାନଙ୍କ ମଧ୍ୟରୁ ଅନ୍ୟତମ।
AllAboutCats.com ଅନୁଯାୟୀ, ଅଲିଭିଆ ବେନସନ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ଗୃହପାଳିତ ପଶୁମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି। ୨୦୧୪ ପରଠାରୁ ଟେଲର ବିଲେଇ ଅଲିଭିଆଙ୍କୁ ପାଳୁଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ଅଲିଭିଆର ମୂଲ୍ୟ ୮୦୦ କୋଟି ଟଙ୍କା।
ଅଲିଭିଆ ବ୍ୟତୀତ ଟେଲରଙ୍କର ଆଉ ଦୁଇଟି ବିଲେଇ ଅଛନ୍ତି, ମେରେଡିଥ ଗ୍ରେ ଏବଂ ବେଞ୍ଜାମିନ ବଟନ। ତେବେ ଏହି ଧନୀ ତାଲିକାରେ ମେରେଡିଥ ଏବଂ ବେଞ୍ଜାମିନ ଉଲ୍ଲେଖ କରାଯାଇ ନାହିଁ। ଅଲିଭିଆ ନିଜ ମାଳିକାଣୀଙ୍କ ସହ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ କାମ କରିବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ

ଦୁନିଆରେ ଏଭଳି କିଛି ଜେଲ ଅଛି, ଯାହାର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସେଥିରୁ ଗୋଟିଏ ଜେଲ ଆମେରିକା କ୍ୟୁବାର ଗ୍ବାନ୍ତାନାମୋ ବେରେ...

ପାଇଥିଲି ରକ୍ତରେ ଲିଖିତ ପ୍ରେମପତ୍ର

ମୁମ୍ବାଇ: ବିଗତ ଦିନରେ ଚଳଚ୍ଚିତ୍ର ନାୟିକାଙ୍କ ଲାଗି ପ୍ରଶଂସକ ପାଗଳପ୍ରାୟ ଥିଲେ। ଫିଲ୍ମର ଚରିତ୍ର ଭଲ ଲାଗିଲେ ବେଶ୍‌ କିଛି ବର୍ଷ ଯାଏ କଳାକାରଙ୍କୁ ମନେ...

ପିଲା ଜନ୍ମକଲେ ୨୫ରୁ କମ୍‌ ବୟସ୍କାଙ୍କୁ ଲକ୍ଷେ ରୁବଲ

ମସ୍କୋ: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ...

ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

କାହିଁକି ପାଳନ କରାଯାଏ ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ଏହା ପଛର କଥା…

ପ୍ରତିବର୍ଷ ୧୦ ଜାନୁଆରୀକୁ ସାରା ବିଶ୍ୱରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଏ। କେବଳ ଭାରତ ନୁହେଁ ବରଂ ଅନେକ ଦେଶ ଏହି ଉତ୍ସବରେ...

୧୯ ବର୍ଷ ପରେ ଅଦ୍ଭୁତ ସଂଯୋଗ: ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ, ସୂର୍ଯ୍ୟ- ଶନିଦେବ ହେବେ ଅତ୍ୟନ୍ତ ଖୁସି

ହିନ୍ଦୁଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଯେତେବେଳେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି...

ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image