ବାଣିଜ୍ୟ

ଅକ୍ଟୋବରରୁ ନୂଆ ଜିଏସ୍‌ଟି ରିଟର୍ନ ଦାଖଲ ବ୍ୟବସ୍ଥା

ନୂଆଦିଲ୍ଲୀ,୧୨ା୬ ଆସନ୍ତାବର୍ଷ ଜାନୁୟାରୀରୁ ସାରା ଦେଶରେ ବ୍ୟବସାୟୀମାନେ ସରଳ ଜିଏସ୍‌ଟି ଫର୍ମ ପୂରଣ କରିପାରିବେ। ତେବେ ଏହାର ଟ୍ରାୟାଲ ଜୁଲାଇରୁ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ନୂଆ ମାସିକ…

5 years ago

ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ

ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି। ଆମେରିକାରୁ…

5 years ago

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ। ଏଠାରେ…

5 years ago

ଆଦାନୀ ସୌରଶକ୍ତିର ସର୍ବଶ୍ରେଷ୍ଠ ପିଭିଏଲ୍‌ ଯୋଗ୍ୟତା ହାସଲ

ନୂଆଦିଲ୍ଲୀ, ୧୧।୬:ଆଦାନୀ ସୌରଶକ୍ତି ବିଶ୍ୱର ଅଗ୍ରଗଣ୍ୟ ପିଭିଏଲ ଗବେଷଣା ଗାର (ଆମେରିକା) ଦ୍ୱାରା ଦ୍ୱିତୀୟଥର ସର୍ବଶ୍ରେଷ୍ଠ ଯୋଗ୍ୟତା ହାସଲ କରିପାରିଛିା ପିଭିଏଲ ୫ମ ବାର୍ଷିକ ସଂସ୍କରଣରେ ପିଭି…

5 years ago

ହିରୋ ମୋଟୋକର୍ପକୁ ମିଳିଲା ବିଏସ-ଭିଆଇ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୧୧।୬: ବିଶ୍ୱର ବୃହତ୍ତମ ଦୁଇଚକିଆ ଯାନ ନିର୍ମାଣକାରୀ ସଂସ୍ଥା ହିରୋ ମୋଟୋକର୍ପ ପ୍ରଥମ ଦୁଇ ଚକିଆ ଯାନ ଭାବେ ବିଏସ-ଭିଆଇ ସାର୍ଟିଫିକେଟ ହାସଲ କରିଛି। ବିଏସ-ଭିଆଇ…

5 years ago

ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ ବ୍ଲକ୍‌ରେ…

5 years ago

୯ ବଡ଼ ବ୍ୟାଙ୍କ ବିରୋଧରେ ମାମଲା ଦାଏର କରିବ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌

ନୂଆଦିଲ୍ଲୀ,୧୧-୬: କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ନୂଆ ବୋର୍ଡ ଦେଶର ୯ ବଡ଼ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା…

5 years ago

ହାଜର ହେଲେନି ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ,୧୧-୬: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହୋଇନାହାନ୍ତି। ସ୍ବାସ୍ଥ୍ୟଗତ କାରଣ ଦଶର୍ର୍ାଇ ସେ ଆସିନାହାନ୍ତି ବୋଲି ଇଡିର…

5 years ago

ବାର୍ଷିକ ୧୦ ଲକ୍ଷ ନଗଦ ଉଠାଣରେ ଲାଗିପାରେ ଟିକସ

ନୂଆଦିଲ୍ଲୀ,୧୧-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହିତ କରିବା ଲାଗି ଏକାଧିକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ଆଉ ଏକ ପଦକ୍ଷେପ…

5 years ago

ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ, ସଲ୍ୟୁଶନ ଉପରେ ଡାଇକିନ ଇଣ୍ଡିଆର ଫୋକସ୍‌

ଭୁବନେଶ୍ୱର,୧୧-୬(ବ୍ୟୁରୋ): କେବଳ ଭଲ ପ୍ରଡକ୍ଟ ଲୋକଙ୍କୁ ଯୋଗାଣ ଦିଗରେ କାର୍ଯ୍ୟ କରୁ ନାହଁୁ ଏହାବାଦ ନୂଆ ଟେକ୍ନୋଲୋଜି ସହ ସଲ୍ୟୁଶନକୁ ପ୍ରାଥମିକତା ଦେଉଛୁ। ସେହିଭଳି ପ୍ରଡକ୍ଟଗୁଡିକୁ ସୁଲଭ…

5 years ago