Advertisement

ବାଣିଜ୍ୟ

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନାବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ ହେବାକୁ…

6 years ago
ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%

ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%

ନୂଆଦିଲ୍ଲୀ,୨୦-୫: ଦେଶରେ କିଣାକିଣି କରିବା ଲାଗି ଲୋକେ ଡେବିଟ୍‌ କାର୍ଡ ବ୍ୟବହାରରେ ବେଶ୍‌ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ,…

6 years ago
ନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତିନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତି

ନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୧୯-୫:ନିଶାନ ମୋଟର କମ୍ପାନୀର ପ୍ରମୁଖ ଲୋକପ୍ରିୟ ମଡେଲ ଯାନ ଟେରାନୋ ଉପରେ କମ୍ପାନୀ ଆକର୍ଷଣୀୟ ରିହାତି ଘୋଷଣା କରିଛି। ଏହି ମଡେଲ ଉପରେ ଗ୍ରାହକ ୨.୩୬ ଲକ୍ଷ…

6 years ago
ରାଣା କପୁରଙ୍କଠାରୁ ବୋନସ୍‌ ଫେରାଇ ନେବ ୟେସ୍‌ ବ୍ୟାଙ୍କରାଣା କପୁରଙ୍କଠାରୁ ବୋନସ୍‌ ଫେରାଇ ନେବ ୟେସ୍‌ ବ୍ୟାଙ୍କ

ରାଣା କପୁରଙ୍କଠାରୁ ବୋନସ୍‌ ଫେରାଇ ନେବ ୟେସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୫: ୟେସ୍‌ ବ୍ୟାଙ୍କ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ଏମ୍‌ଡି ଓ ସିଇଓ ରାଣା କପୁରଙ୍କଠାରୁ ବୋନସ୍‌ ବାବଦରେ ଦେଇଥିବା ୧.୪୪ କୋଟି ଟଙ୍କା ଫେରାଇ ନେବ।…

6 years ago
ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ

ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ

ଭୁବନେଶ୍ୱର,୧୯-୫: ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସ ଏଜୁକେଶନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ମେଡିକାଲ କଲେଜଗୁଡିକରେ ସିଟ୍‌ ସଂଖ୍ୟା କମ୍‌ ରହୁଥିବା…

6 years ago
ଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇ

ଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇ

ନୂଆଦିଲ୍ଲୀ,୧୮-୫: ଟିଭି ଚ୍ୟାନେଲଗୁଡ଼ିକର ଲାଇଭ ଷ୍ଟ୍ରିମିଂ କରୁଥିବା ଆପ୍ସଗୁଡ଼ିକୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ନିୟନ୍ତ୍ରିତ କରିବ। ଏସୂଚନାଥାଉ କି, ହଟ୍‌ଷ୍ଟାର୍‌, ଏୟାରଟେଲ ଟିଭି, ଜିଓ ଟିଭି,…

6 years ago
ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧାସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା ବେଳେ…

6 years ago
ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟିଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର ଯୋଜନାକୁ…

6 years ago
ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଡ଼ି ଆମଦାନୀ ଉପରେ ଲାଗୁଥିବା ଶୁଳ୍କରେ ଭାରି ବୃଦ୍ଧି କରିବାକୁ ଚାହୁଁଛନ୍ତି। ତେବେ ସେ ଏହି ନିଷ୍ପତ୍ତିକୁ ଆସନ୍ତା ୬…

6 years ago
୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

ନୂଆଦିଲ୍ଲୀ,୧୯-୫: ଇଣ୍ଟରନେଟ୍‌ରେ ଥିବା ୟୁଜରଙ୍କ ପ୍ରୋଫାଇଲ ଏବଂ ଆର୍ଥିକ ସୂଚନା ଡାର୍କ ଓ୍ବେବ୍‌ରେ ମାତ୍ର ୧୪୦ ଟଙ୍କାରେ ବିିକ୍ରି ହେଉଛି। ହ୍ୟାକରଙ୍କ ସହିତ ବଡ଼ ବଡ଼ କମ୍ପାନୀ…

6 years ago