Advertisement

ବାଣିଜ୍ୟ

ପାରିବାରିକ ବ୍ୟବସାୟକୁ ଆଗକୁ ନେବା ଭାଗ୍ୟର କଥାପାରିବାରିକ ବ୍ୟବସାୟକୁ ଆଗକୁ ନେବା ଭାଗ୍ୟର କଥା

ପାରିବାରିକ ବ୍ୟବସାୟକୁ ଆଗକୁ ନେବା ଭାଗ୍ୟର କଥା

ଓଡ଼ିଶାର ଘରେ ଘରେ ପରିଚିତ ସାଲେପୁରସ୍ଥିତ ବିକଳାନନ୍ଦ କରଙ୍କ ରସଗୋଲା। ଦିନେ ଏକ ବରଗଛ ତଳେ ରସଗୋଲା ଓ ବରା ଡାଲମା ବିକୁଥଲେ ବିକଳାନନ୍ଦ। ମେଳା ମହୋତ୍ସବ…

1 month ago
UPI Down: କାମ କରୁନି ୟୁପିଆଇ, ପେମେଣ୍ଟ କରିପାରୁନାହାନ୍ତି ବ୍ୟବହାକାରୀUPI Down: କାମ କରୁନି ୟୁପିଆଇ, ପେମେଣ୍ଟ କରିପାରୁନାହାନ୍ତି ବ୍ୟବହାକାରୀ

UPI Down: କାମ କରୁନି ୟୁପିଆଇ, ପେମେଣ୍ଟ କରିପାରୁନାହାନ୍ତି ବ୍ୟବହାକାରୀ

ନୂଆଦିଲ୍ଲୀ,୨୬।୩: UPI ସେବାରେ ଏକ ବଡ଼ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳିଛି। ଫଳରେ ହଜାର ହଜାର ଉପଭୋକ୍ତା ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ…

1 month ago
ଏଣିକି ହ୍ବାଟସଆପ୍‌ରୁ ଡାଉନଲୋଡ କରିପାରିବେ ଆଧାରକାର୍ଡ, ଜାଣନ୍ତୁ ସହଜ ଉପାୟଏଣିକି ହ୍ବାଟସଆପ୍‌ରୁ ଡାଉନଲୋଡ କରିପାରିବେ ଆଧାରକାର୍ଡ, ଜାଣନ୍ତୁ ସହଜ ଉପାୟ

ଏଣିକି ହ୍ବାଟସଆପ୍‌ରୁ ଡାଉନଲୋଡ କରିପାରିବେ ଆଧାରକାର୍ଡ, ଜାଣନ୍ତୁ ସହଜ ଉପାୟ

ସାଧାରଣ ଲୋକଙ୍କ ସୁବିଧା ପାଇଁ Meity କିଛି ବର୍ଷ ପୂର୍ବରୁ DigiLocker ସେବା ଆରମ୍ଭ କରିଥିଲା। ଡିଜିଲକରରେ ଡକ୍ୟୁମେଣ୍ଟଗୁଡ଼ିକୁ ଡିଜିଟାଲ ଫର୍ମାଟରେ ରଖାଯାଇପାରିବ। ଆପଣ ଆପଣଙ୍କର ସମସ୍ତ…

1 month ago
ଅବସର ପରେ ଅର୍ଥାତ୍‌ ୬୦ବର୍ଷ ପରେ PF ଆକାଉଣ୍ଟରୁ କେତେ ମିଳିବ ପେନସନ, ଜାଣନ୍ତୁ…ଅବସର ପରେ ଅର୍ଥାତ୍‌ ୬୦ବର୍ଷ ପରେ PF ଆକାଉଣ୍ଟରୁ କେତେ ମିଳିବ ପେନସନ, ଜାଣନ୍ତୁ…

ଅବସର ପରେ ଅର୍ଥାତ୍‌ ୬୦ବର୍ଷ ପରେ PF ଆକାଉଣ୍ଟରୁ କେତେ ମିଳିବ ପେନସନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର PF ଆକାଉଣ୍ଟ ଅଛି, ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସିଥିବ ଯେ, ଅବସର ପରେ…

1 month ago
ଏହି Gold Schemeକୁ ବନ୍ଦ କରିଦେଲେ ସରକାର, କ’ଣ ଆପଣଙ୍କର ଜମା ଟଙ୍କା ଫସିଗଲା କି? ଜାଣନ୍ତୁ ଆଗକୁ କ’ଣ ହେବ…ଏହି Gold Schemeକୁ ବନ୍ଦ କରିଦେଲେ ସରକାର, କ’ଣ ଆପଣଙ୍କର ଜମା ଟଙ୍କା ଫସିଗଲା କି? ଜାଣନ୍ତୁ ଆଗକୁ କ’ଣ ହେବ…

ଏହି Gold Schemeକୁ ବନ୍ଦ କରିଦେଲେ ସରକାର, କ’ଣ ଆପଣଙ୍କର ଜମା ଟଙ୍କା ଫସିଗଲା କି? ଜାଣନ୍ତୁ ଆଗକୁ କ’ଣ ହେବ…

ନୂଆଦିଲ୍ଲୀ,୨୬।୩: ମୋଦି ସରକାରଙ୍କ ବଡ଼ ଘୋଷଣା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, କେନ୍ଦ୍ର ସରକାର ୨୬ ମାର୍ଚ୍ଚ, ୨୦୨୫ (ବୁଧବାର) ଠାରୁ Gold Monetization Scheme (GMS)…

1 month ago
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କାମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା

ନୂଆଦିଲ୍ଲୀ,୨୬।୩: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ବରିଷ୍ଠ ନାଗରିକଙ୍କ ପାଇଁ ମାସିକ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ଅଧୀନରେ, 60…

1 month ago
ଏହି ରାଜ୍ୟରେ ଏମପିଙ୍କ ଠାରୁ ଅଧିକ ଦରମା ପାଆନ୍ତି ବିଧାୟକ, ଅଢେଇ ଲକ୍ଷ ଦରମା ସାଙ୍ଗକୁ ମିଳେ ଏତେସବୁ ସୁବିଧାଏହି ରାଜ୍ୟରେ ଏମପିଙ୍କ ଠାରୁ ଅଧିକ ଦରମା ପାଆନ୍ତି ବିଧାୟକ, ଅଢେଇ ଲକ୍ଷ ଦରମା ସାଙ୍ଗକୁ ମିଳେ ଏତେସବୁ ସୁବିଧା

ଏହି ରାଜ୍ୟରେ ଏମପିଙ୍କ ଠାରୁ ଅଧିକ ଦରମା ପାଆନ୍ତି ବିଧାୟକ, ଅଢେଇ ଲକ୍ଷ ଦରମା ସାଙ୍ଗକୁ ମିଳେ ଏତେସବୁ ସୁବିଧା

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାର ଏମପିଙ୍କ ଦରମା 24 ପ୍ରତିଶତ ବୃଦ୍ଧି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଏହି ଦରମା ବୃଦ୍ଧିପାଇ…

1 month ago
ATMରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଚେକ୍‌ବୁକ୍‌ ଓ ଟ୍ରାଞ୍ଜାକ୍ସନ ପାଇଁ, ଆପଣଙ୍କ ଠାରୁ ଏତେ ଟଙ୍କା କାଟିଥାଏ ବ୍ୟାଙ୍କ୍‌ATMରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଚେକ୍‌ବୁକ୍‌ ଓ ଟ୍ରାଞ୍ଜାକ୍ସନ ପାଇଁ, ଆପଣଙ୍କ ଠାରୁ ଏତେ ଟଙ୍କା କାଟିଥାଏ ବ୍ୟାଙ୍କ୍‌

ATMରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଚେକ୍‌ବୁକ୍‌ ଓ ଟ୍ରାଞ୍ଜାକ୍ସନ ପାଇଁ, ଆପଣଙ୍କ ଠାରୁ ଏତେ ଟଙ୍କା କାଟିଥାଏ ବ୍ୟାଙ୍କ୍‌

ନୂଆଦିଲ୍ଲୀ,୨୬।୩: ଆପଣ ଜାଣନ୍ତି କି, ବ୍ୟାଙ୍କ କେବଳ ଆପଣଙ୍କଠାରୁ ଋଣ ଉପରେ ସୁଧ ନେଇ ନେଣଦେଣ କରେ ତାହା ନୁହେଁ ଆପଣଙ୍କର ଅଳଙ୍କାର ଏବଂ ଟଙ୍କା ରଖିବା…

1 month ago
ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି କମ୍ପାନୀ…

1 month ago
ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌…

1 month ago