Advertisement

ବାଣିଜ୍ୟ

ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?

ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?

ନୂଆଦିଲ୍ଲୀ,୩।୧୧: ଚଳିତ ବର୍ଷର ପାର୍ବଣ (ଦଶହରା, ଗଜଲକ୍ଷ୍ମୀ,କାଳୀପୂଜା ଏବଂ ଧନ୍‌ତେରସ୍‌) ସମୟରେ ଉଭୟ ସୁନା ଓ ରୁପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଏପରିକି ପାର୍ବଣ କାରବାର ପାଇଁ…

6 months ago
ରେକର୍ଡ ପରିମାଣର ସୁନା ଚାହିଦାରେକର୍ଡ ପରିମାଣର ସୁନା ଚାହିଦା

ରେକର୍ଡ ପରିମାଣର ସୁନା ଚାହିଦା

ନୂଆଦିଲ୍ଲୀ,୨।୧୧: ୱାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲ୍ୟୁଜିସି)ର ତ୍ରୈମାସିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟକୁ ମଧ୍ୟ…

6 months ago
ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ

ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ

ଭୁବନେଶ୍ୱର,୨।୧୧ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ…

6 months ago
ରେକର୍ଡ ପରିମାଣରେ ଟିକସ ସଂଗ୍ରହରେକର୍ଡ ପରିମାଣରେ ଟିକସ ସଂଗ୍ରହ

ରେକର୍ଡ ପରିମାଣରେ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ଚଳିତ ଆର୍ଥିକ ବର୍ଷର ସପ୍ତମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି…

6 months ago
ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି…

6 months ago
ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତିଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ ଇଣ୍ଡଷ୍ଟ୍ରିଆଲ…

6 months ago
ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…

ନୂଆଦିଲ୍ଲୀ,୧ା୧୧: ଯେତେବେଳେ ସମଗ୍ର ଦେଶ ଦୀପାବଳି ମହୋତ୍ସବରେ ମାତିଥାନ୍ତି ସେତେବେଳେ ସରକାରୀ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ ଏଲ୍‌ପିଜି…

6 months ago
ମାତ୍ର ୧୦ହଜାର ଟଙ୍କା ଜମା କଲେ ରିଟର୍ନରେ ମିଳିବ ୭ଲକ୍ଷ ଟଙ୍କା, ପୋଷ୍ଟାଲର ଏହି ସ୍କିମ କରିବ ମାଲାମାଲ୍‌ମାତ୍ର ୧୦ହଜାର ଟଙ୍କା ଜମା କଲେ ରିଟର୍ନରେ ମିଳିବ ୭ଲକ୍ଷ ଟଙ୍କା, ପୋଷ୍ଟାଲର ଏହି ସ୍କିମ କରିବ ମାଲାମାଲ୍‌

ମାତ୍ର ୧୦ହଜାର ଟଙ୍କା ଜମା କଲେ ରିଟର୍ନରେ ମିଳିବ ୭ଲକ୍ଷ ଟଙ୍କା, ପୋଷ୍ଟାଲର ଏହି ସ୍କିମ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୩୦।୧୦: ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ ଘୋଷଣା କରିବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଥିଲେ। ଏହି ପରିବର୍ତ୍ତନ ଅଧୀନରେ ୫…

6 months ago
ସ୍ମାଇଲ ଗୋଲ୍ଡର ଆକର୍ଷଣୀୟ ଅଫରସ୍ମାଇଲ ଗୋଲ୍ଡର ଆକର୍ଷଣୀୟ ଅଫର

ସ୍ମାଇଲ ଗୋଲ୍ଡର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୩୦ା୧୦: ସ୍ମାଇଲ ଗୋଲ୍ଡ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍‌ ତଥା ଧନ୍‌ତେରସ ଅଫର୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅଫର ସ୍ବଳ୍ପ ଅବଧି ଲାଗି ଉପଲବ୍ଧ ରହିଛି।…

6 months ago

ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୩୦।୧୦: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ(ଏଏଆଇ)ର ପ୍ରସ୍ତାବ ଅନୁଯାୟୀ ଆଲୁମିନିୟମ ଉଦ୍ୟୋଗ ଘରୋଇ ବଜାର ପ୍ରବେଶକୁ ସୁରକ୍ଷା ଓ ସଦ୍ୟ…

6 months ago